ରାଜ୍ୟ କରାଟେ ପ୍ରତିଯୋଗିତା ଉଦଯାପିତ, ଭାଗ ନେଇଥିଲେ ୫୦୦ରୁ ଅଧିକ ପ୍ରତିଯୋଗୀ
କେନ୍ୟୁଜ୍(ବ୍ୟୁରୋ): ଓଡିଶା କରାଟେ ଆସୋସିଏସନ ଆନୁକୂଲ୍ୟରେ ଗତ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଝାରସୁଗୁଡାଠାରେ ଥିବା ସ୍ପୋର୍ଟ୍ସ ଅଡିଟୋରିମରେ ରାଜ୍ୟ କରାଟେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ପ୍ରତିଯୋଗୀ ମାନେ ଭାଗନେଇଥିଲେ…