ପୁଣିଥରେ ମା’ ହେବାକୁ ଯାଉଛନ୍ତି କରୀନା କପୁର, ନିଜେ ଦେଲେ ସୂଚନା
ବଲିଉଡ୍ ଅଭିନେତ୍ରୀ କରୀନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ତୈମୁର ଖୁବ୍ଶୀଘ୍ର ବଡ଼ ଭାଇ ଦାୟିତ୍ୱ ସମ୍ପାଦନା କରିବେ। ଏନେଇ କରୀନା ଓ ସୈଫ୍ ପରୋକ୍ଷରେ କହିଛନ୍ତି। ମା’ ହେବା ନେଇ କରୀନା କହିଛନ୍ତି ଯେ ‘ଖୁବ୍ଶୀଘ୍ର ଆମ ପରିବାର ସହ ଆଉ ଜଣେ ନୂଆ ସଦସ୍ୟ ଯୋଡ଼ି ହେବାକୁ ଯାଉଛନ୍ତି।…