‘ତୈମୁର-ଜେହଙ୍କ ଫଟୋ ଉଠାନ୍ତୁ ନାହିଁ…’, ଆକ୍ରମଣ ପରେ ପାପାରାଜିଙ୍କୁ ଅନୁରୋଧ କଲେ ସୈଫ୍-କରୀନା
ବଲିଉଡ୍ ଅଭିନେତା ସୈଫ୍ ଅଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ପରଠାରୁ ତାଙ୍କ ସିକ୍ୟୁରିଟି କଡ଼ାକଡ଼ି କରି ଦିଆଯାଇଛି । ସୈଫଙ୍କ ପରିବାରର ମଧ୍ୟ ଖାସ୍ ଧ୍ୟାନ ରଖାଯାଉଛି । ଏବେ ଖାନ୍ ପରିବାର ତାଙ୍କ ପିଲାମାନଙ୍କ ଫଟୋ ନ ଉଠାଇବାକୁ ପାପାରାଜିଙ୍କୁ ଅନୁରୋଧ କରିଛନ୍ତି । କେହି ତାଙ୍କ ପିଛା ନ…