Browsing Tag

kareena kapoor khan

ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି କରୀନା କପୁର ଦେଲେ ଖୁସି ଖବର!

ବଲିଉଡ ଅଭିନେତ୍ରୀ କରୀନା କପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାଆନ୍ତି । ନିଜ ଜୀବନରେ ଜଡ଼ିତ ବହୁତ କିଛି ତଥ୍ୟ ସେ ନିଜ ଫ୍ୟାନ୍ସଙ୍କୁ ଜଣାଇବାକୁ ଭଲ ପାଆନ୍ତି । ନିକଟରେ ଏବେ କରୀନା ଅଲଟ୍ରାସାଉଣ୍ଡ ରିପୋର୍ଟ ସେୟାର କରିଛନ୍ତି । ଯାହା ପରଠାରୁ ତାଙ୍କୁ ତାଙ୍କ ଫ୍ୟାନ୍ସ ଶୁଭେଚ୍ଛା ଦେବା…

ଫିଲ୍ମ ‘ସୀତା’ ରୁ ହଟିଲା କରୀନା କପୁରଙ୍କ ନାଁ, ଏଣ୍ଟ୍ରି ମାରିଲେ ବଲିଉଡ କୁଇନ୍

ବଲିଉଡ ଫିଲ୍ମ ‘ସୀତା’ କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ନିକଟରେ କୁହାଯାଇଥିଲା କି, ଏହି ଫିଲ୍ମରେ ଅଭିନୟ ପାଇଁ କରୀନା କପୁର ଖାଁ ୧୨ କୋଟି ଟଙ୍କା ଦାବି କରିଛନ୍ତି । ଅବଶ୍ୟ ଏବେ ରିପୋର୍ଟରେ ଦାବି କରାଯାଇଛି କି, ଏହି ଫିଲ୍ମକୁ ନେଇ କରୀନା କପୁରଙ୍କ ସହ ସମ୍ପର୍କ କରାଯାଇ ନାହିଁ । ଏହାରି…

ସୀତା ଭୂମିକା ପାଇଁ କରୀନା କପୁର ଖାନ୍‌ ମାଗିଲେ ଏତିକି ଟଙ୍କା, ଶୁଣିବା ପରେ ପ୍ରଡ୍ୟୁସରଙ୍କ ଉଡ଼ିଗଲା ହୋସ

ନୂଆଦିଲ୍ଲୀ :  କୁହାଯାଏ ଅଭିନେତ୍ରୀମାନେ ବିବାହ କରିବା ପରେ ବଲିଉଡରେ ସେମାନଙ୍କର କ୍ରେଜ୍‌ କମିଯାଏ । ଫଳରେ ଏହା ତାଙ୍କର କ୍ୟାରିଅର ଉପରେ ପ୍ରଭାବ ପକାଏ । ହେଲେ ଏହା ଭୁଲ ଭାବେ ପ୍ରମାଣିତ ହୋଇଛି ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ନିକଟରେ । କରୀନା କପୁର ଖାନ୍‌ କିଛି ବର୍ଷ ତଳେ ବିବାହ…

କରୀନା ଖୋଲିଲେ ବେଡ୍‌ରୁମ୍‌ ସିକ୍ରେଟ୍‌, ସୈଫ୍‌ଙ୍କ ସହିତ ବେଡ୍‌ରେ ଦରକାର ଏହି ଦୁଇଟି ଜିନିଷ

କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ ବଲିଉଡ୍‌ରେ ପାଓ୍ଵାର କପଲ୍‌ଙ୍କ ମଧ୍ୟରୁ ଜଣେ। ସେମାନଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ ସିକ୍ରେଟ୍‌ କଥା ଫ୍ୟାନ୍‌ମାନେ ଜାଣିବାକୁ ଇଚ୍ଛୁକ ଥାଆନ୍ତି। ନିଜ ରିଲେଶନଶିପ୍‌କୁ ନେଇ ପୂର୍ବରୁ ବି କରୀନା ଓ ସୈଫ୍‌ ଖୋଲି କି କଥା ହୋଇଥିବା ନଜର ଆସିଛନ୍ତି। ଏବେ…

ବେବି ବମ୍ପ ସହ କ୍ଲିନିକ୍‌ ବାହାରେ ନଜର ଆସିଲେ କରୀନା କପୁର, ଗର୍ଭାବସ୍ଥାକୁ ଚାଲିଛି ନଅ ମାସ

ବଲିଉଡର ବେବୋ କରୀନା କପୁର ଖାନ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପ୍ରସ୍ତୁତିରେ। କରୀନାଙ୍କ ପ୍ରେଗନାନ୍ସୀକୁ ନଅ ମାସ ଚାଲୁଛି ଏବଂ ନିଜ ଦ୍ୱିତୀୟ ସନ୍ତାନକୁ କେବେବି ଜନ୍ମ ଦେଇପାରନ୍ତି। ଏହାକୁ ନେଇ କରୀନା କପୁର କ୍ଲିନିକକୁ ନିଜର ରୁଟୀନ ଚେକଅପ୍‌ ପାଇଁ ଯାଉଛନ୍ତି। ତେବେ କ୍ଲିନିକ…

ପ୍ରେଗନାନ୍ସିରେ ବି ବେଶ୍‌ ଝୁମି ଝୁମି ଡ୍ୟାନ୍ସ କରୁଛନ୍ତି କରୀନା କପୁର, ଦେଖନ୍ତୁ ଭାଇରାଲ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ନିଜ ଦ୍ୱିତୀୟ ପ୍ରେଗନାନ୍ସିକୁ ବେଶ୍‌ ଉପଭୋଗ କରୁଛନ୍ତି। ତାଙ୍କ ସ୍ୱାମୀ ତଥା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ କହିବାନୁସାରେ, ବେବୋ ଫେବ୍ରୁଆରୀ ଆରମ୍ଭରେ ଦ୍ୱିତୀୟ ପିଲାକୁ ଜନ୍ମ ଦେବେ। ନୂଆ ଛୁଆ ଆସିବା ପୂର୍ବରୁ ହିଁ ସୈଫ୍‌, କରୀନା ଓ ତୈମୁର ନୂଆ ଘରକୁ…

ବେବି ବମ୍ପ ସହ ନଜର ଆସିଲେ କରିନା କପୁର ଖାନ, ପାଖରେ ଥିଲେ ପୁଅ ତୈମୁର, ଦେଖନ୍ତୁ ଭାଇରଲ ଫଟୋ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ନିଜ ପ୍ରେଗନାନ୍ସି ବିଷୟରେ ଘୋଷଣା କରି ଫ୍ୟାନମାନଙ୍କ ଏକ୍ସାଇଟମେଣ୍ଟକୁ ବହୁତ ବଢ଼ାଇ ଦେଇଛନ୍ତି। ଏବେ ସେ ନିଜର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ବେବି ବମ୍ପ ନଜର ଆସୁଛି। ଏହାସହିତ ତୈମୁର ମଧ୍ୟ ପାଖରେ ଛିଡା ହୋଇଥିବା ଭିଡ଼ିଓରେ…

ଗର୍ଭାବସ୍ଥାରେ ପ୍ରଥମ ଥର ପାଇଁ ବେବି ବମ୍ପ ଦେଖାଇଲେ କରୀନା କପୁର ଖାନ୍‌, ଭାଇରାଲ ହେଉଛି ଭିଡିଓ

କିଛି ଦିନ ତଳେ ବଲିଉଡ୍‌ ଷ୍ଟାର କପଲ କରୀନା କପୁର ଓ ସୈଫ ଅଲ୍ଲୀ ଖାନ୍‌ ଘୋଷଣା କରିଥିଲେ ଯେ ସେମାନେ ପୁଣିଥରେ ମମି ପାପା ହେବାକୁ ଚାହୁଁଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସେମାନଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଲଗାତାର ବଲିଉଡ୍‌ରୁ ନେଗେଟିଭ୍‌ ଖବର ଆସୁଥିବା ବେଳେ ବେବୋ ଏକ…

ଡ୍ରେସ ପ୍ରେସ ହୋଇ ନ ଥିବାରୁ କରୀନା କପୁରଙ୍କୁ ଆସିଲା ଭୟଙ୍କର ରାଗ, ଶୁଟିଂ ସେଟରେ ଷ୍ଟାଫମାନଙ୍କୁ ଏମିତି ଦେଲେ ଗାଳି,…

ଏବେ ଏବେ କରୀନା କପୁର ଖାନଙ୍କ ରେଡ଼ିଓ ଚ୍ୟାଟ ଶୋ' 'What Women Want 2'ର ସେଟରୁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି। ଏଥିରେ କରୀନା ନିଜ ଷ୍ଟାଫଙ୍କୁ ଗାଳି କରୁଥିବାର ଦେଖିବାକୁ ମିଳୁଛି। ପ୍ରଥମେ ଜଣେ ଷ୍ଟାଫଙ୍କୁ ଅଧିକ କଫି ପକେଇବାକୁ କହୁଛନ୍ତି। ପୁଣି କାହାକୁ ତାଙ୍କୁ…

ଫଟୋ ଦେଖି ଚିହ୍ନନ୍ତୁ କିଏ ଏହି ବଲିଉଡ ବାପପୁଅ ଯୋଡି, ଇଣ୍ଟରନେଟରେ ହେଉଛି ଭାଇରଲ

କରୋନା ଭାଇରସ ଯୋଗୁ ସବୁ କିଛି ଲକଡାଉନ ହେବା ପରେ ଏବେ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ସମୟ ବିତାଉଛନ୍ତି । ଏଥିସହ ସେମାନେ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଏବେ କରୀନା କପୁର ଖାନ ଏକ ଫଟୋ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ଫଟୋ ସହିତ କ୍ୟାପସନ ମଧ୍ୟ ଦେଇଛନ୍ତି।…

ବଦଳିଲା ତୈମୁର ଅଲ୍ଲୀ ଖାନ୍‌ଙ୍କ ବ୍ୟବହାର, ଫଟୋଗ୍ରାଫରଙ୍କୁ ଦେଖି ଦେଲେ ଏମିତି ରିଆକ୍ସନ୍‌; ଦେଖନ୍ତୁ ଭିଡିଓ

କରୀନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ପିଲାବେଳୁ ହିଁ ସୁପରଷ୍ଟାର ହୋଇଯାଇଛନ୍ତି। ତାଙ୍କର ଉଭୟ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ଯାହାକୁ ଲୋକମାନେ ମଧ୍ୟ ପସନ୍ଦ କରୁଥିବା ଦେଖାଯାଇଛି। ସେହିଭଳି ଆଉ ଏକ ଭିଡିଓ ଏବେ ଦେଖିବାକୁ ମିଳିଛି। ଭିଡିଓରେ ତୈମୁର ଅଲ୍ଲୀ…

ଭଉଣୀ ଇନାୟା ସହ ମନ ଭରି ହୋଲି ଖେଳିଲେ କୁନି ତୈମୁର, ଫଟୋ ଦେଖିଲେ ମନେ ପଡ଼ିଯିବ ପିଲାବେଳ

କରୀନା କପୁର ସ୍ୱାମୀ ସୈଫ ଅଲ୍ଲୀ ଖାନ୍‌ ଓ ପୁଅ ତୈମୁର ସହ ହୋଲି ସେଲିବ୍ରେଟ୍‌ କରିଛନ୍ତି। କରୀନା ଗାଲ୍‌ରେ ହାଲ୍‌କା ରଙ୍ଗ ଲଗାଇଥିବା ନଜର ଆସିଥିବା ବେଳେ ତୈମୁର କିନ୍ତୁ ବେଶ୍‌ ମନ ଭରି ଉପଭୋଗ କରଛନ୍ତି ରଙ୍ଗର ପର୍ବ ହୋଲିକୁ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…