Browsing Tag

kareena kapoor khan

ଡ୍ରେସ ପ୍ରେସ ହୋଇ ନ ଥିବାରୁ କରୀନା କପୁରଙ୍କୁ ଆସିଲା ଭୟଙ୍କର ରାଗ, ଶୁଟିଂ ସେଟରେ ଷ୍ଟାଫମାନଙ୍କୁ ଏମିତି ଦେଲେ ଗାଳି,…

ଏବେ ଏବେ କରୀନା କପୁର ଖାନଙ୍କ ରେଡ଼ିଓ ଚ୍ୟାଟ ଶୋ' 'What Women Want 2'ର ସେଟରୁ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି। ଏଥିରେ କରୀନା ନିଜ ଷ୍ଟାଫଙ୍କୁ ଗାଳି କରୁଥିବାର ଦେଖିବାକୁ ମିଳୁଛି। ପ୍ରଥମେ ଜଣେ ଷ୍ଟାଫଙ୍କୁ ଅଧିକ କଫି ପକେଇବାକୁ କହୁଛନ୍ତି। ପୁଣି କାହାକୁ ତାଙ୍କୁ…

ଫଟୋ ଦେଖି ଚିହ୍ନନ୍ତୁ କିଏ ଏହି ବଲିଉଡ ବାପପୁଅ ଯୋଡି, ଇଣ୍ଟରନେଟରେ ହେଉଛି ଭାଇରଲ

କରୋନା ଭାଇରସ ଯୋଗୁ ସବୁ କିଛି ଲକଡାଉନ ହେବା ପରେ ଏବେ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ସମୟ ବିତାଉଛନ୍ତି । ଏଥିସହ ସେମାନେ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଏବେ କରୀନା କପୁର ଖାନ ଏକ ଫଟୋ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ଫଟୋ ସହିତ କ୍ୟାପସନ ମଧ୍ୟ ଦେଇଛନ୍ତି।…

ବଦଳିଲା ତୈମୁର ଅଲ୍ଲୀ ଖାନ୍‌ଙ୍କ ବ୍ୟବହାର, ଫଟୋଗ୍ରାଫରଙ୍କୁ ଦେଖି ଦେଲେ ଏମିତି ରିଆକ୍ସନ୍‌; ଦେଖନ୍ତୁ ଭିଡିଓ

କରୀନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ପିଲାବେଳୁ ହିଁ ସୁପରଷ୍ଟାର ହୋଇଯାଇଛନ୍ତି। ତାଙ୍କର ଉଭୟ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ଯାହାକୁ ଲୋକମାନେ ମଧ୍ୟ ପସନ୍ଦ କରୁଥିବା ଦେଖାଯାଇଛି। ସେହିଭଳି ଆଉ ଏକ ଭିଡିଓ ଏବେ ଦେଖିବାକୁ ମିଳିଛି। ଭିଡିଓରେ ତୈମୁର ଅଲ୍ଲୀ…

ଭଉଣୀ ଇନାୟା ସହ ମନ ଭରି ହୋଲି ଖେଳିଲେ କୁନି ତୈମୁର, ଫଟୋ ଦେଖିଲେ ମନେ ପଡ଼ିଯିବ ପିଲାବେଳ

କରୀନା କପୁର ସ୍ୱାମୀ ସୈଫ ଅଲ୍ଲୀ ଖାନ୍‌ ଓ ପୁଅ ତୈମୁର ସହ ହୋଲି ସେଲିବ୍ରେଟ୍‌ କରିଛନ୍ତି। କରୀନା ଗାଲ୍‌ରେ ହାଲ୍‌କା ରଙ୍ଗ ଲଗାଇଥିବା ନଜର ଆସିଥିବା ବେଳେ ତୈମୁର କିନ୍ତୁ ବେଶ୍‌ ମନ ଭରି ଉପଭୋଗ କରଛନ୍ତି ରଙ୍ଗର ପର୍ବ ହୋଲିକୁ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏକା ସାଥିରେ ଦେଖାଗଲେ ମା-ଝିଅ; କରୀନା କପୁରଙ୍କ ଶୋରେ ପହଁଚିଲେ ସାରା ଅଲ୍ଲୀ ଖାନ୍‌, ଦେଖନ୍ତୁ ଭିଡିଓ

ବଲିଉଡ ଆକ୍ଟ୍ରେସ ସାରା ଅଲ୍ଲୀ ଖାନ ଏବଂ କରୀନା କପୁର ନିକଟରେ ରେଡିଓ ଶୋ ସମୟରେ ଦୁହିଁଙ୍କୁ ଏକାସାଥିରେ ନଜର ଆସିଛନ୍ତି। ସାରା ଏବଂ କରୀନାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଦୁହିଁ ଅଭିନେତ୍ରୀ ସୁଟିଂ ସାରି ବାହାରକୁ ବାହାରୁଥିବା ନଜର…

ପୀପା ପିଗ ଦେଖି ଖୁସିରେ ନାଚୁଥିଲେ ତୈମୁର ଅଲ୍ଲୀ ଖାନ ତ ମମି କରିନା କପୁର କହିଲେ ‘ପିଛେ ଦେଖୋ…

କରିନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଛୋଟେ ନବାବ ତୈମୁର ଅଲ୍ଲୀ ଖାନର ଲୋକପ୍ରିୟତା ଧୀରେ ଧୀରେ ବଢିବାରେ ଲାଗିଛି । ତୈମୁରର ଫଟୋ ଏବଂ ଭିଡିଓ ଦେଖୁ ଦେଖୁ ସୋଡିସିଆଲ ମିଡିଆରେ ଭାଇରଲ ହୋଇଯାଇଥାଏ । ତେବେ ନିକଟରେ ପୁଣିଥରେ ତୈମୁର ଅଲ୍ଲୀ ଖାନ ନିଜର ଏକ ଭିଡିଓ ପାଇଁ ସୋସିଆଲ ମିଡିଆରେ ବହୁତ…

ନିଜଠାରୁ କମ୍‌ ବୟସର ହିରୋଙ୍କ ସହ ଅନ୍ତରଙ୍ଗ ହେବାକୁ ଇଚ୍ଛା କରିଛନ୍ତି କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ସିଲଭର ସ୍କ୍ରିନ୍‌ରେ କମ୍‌ ବୟସର ହିରୋଙ୍କ ସହ ରୋମାନ୍ସ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ କରୀନାଙ୍କ ଅଭିନୀତ ଗୁଡ୍‌ନ୍ୟୁଜ୍‌ ରିଳିଜ୍‌ ହୋଇଛି। ଏଥିରେ ସେ ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି। ତେବେ କରୀନା ଏବେ କିଛି ନୂଆ…

ମମି କରୀନାଙ୍କ ଉପରେ ରାଗିଲେ ତୈମୁର, ଫଟୋଗ୍ରାଫର ବି ଏହି କୁନି ନଓ୍ଵାବଙ୍କ ରାଗରୁ ପଡ଼ିଲେନି ବାଦ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଓ ଅଭିନେତା ସୈଫ୍‌ଅଲ୍ଲୀ ଖାନ୍‌ଙ୍କ ଛୋଟେ ନଓ୍ଵାବ ତୈମୁର ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ତାଙ୍କର କୌଣସି ଫଟୋ ବା ଭିଡିଓ ଇଣ୍ଟରନେଟ୍‌ରେ ଚାହୁଁ ଚାହୁଁ ଭାଇରାଲ ହେଉଛି। ସେ ଯୁଆଡେ ବି ଯାଇଥାନ୍ତି ମିଡିଆ ତାଙ୍କ ସାଙ୍ଗେ ସାଙ୍ଗେ…

ବେବୋଙ୍କୁ ଡେଟ୍‌ରେ ଡାକିଲେ କରଣ ଜୋହର, ତ ମିଳିଲା ଏଭଳି ଜବାବ…

ବଲିଉଡ୍‌ର ଆଗଧାଡ଼ିର ସିନେମା ନିର୍ମାତା କରଣ ଜୋହର ଓ କରୀନା କପୁର ଖୁବ୍‌ ଉତ୍ତମ ବନ୍ଧୁ। ବିଭିନ୍ନ ଉତ୍ସବରେ ଉଭୟଙ୍କ ମିଳାମିଶା ଓ କଥାବାର୍ତ୍ତାରୁ ଏହା ସ୍ପଷ୍ଟ ବାରି ହୋଇପଡ଼େ। ତେବେ ନିକଟରେ କରଣ ଓ କରୀନାଙ୍କ ଭେଟ ହୋଇଥିଲା। ଏହି ଦେଖା ବେଳେ କରଣ ବେବୋଙ୍କୁ ମୁଭି ଡେଟ୍‌ରେ ଯିବାକୁ…

ପୁଣି ଚର୍ଚ୍ଚାରେ କରୀନାଙ୍କ କାନଫୁଲ, ସାଧାରଣ ‘ସି’ ଭଳି ଦେଖାଯାଉଥିବା କାନଫୁଲର ମୂଲ୍ୟ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ବଲିଉଡରେ ଫ୍ୟାଶନ ଡିଭା ଭାବେ ପରିଚିତ କରୀନା କପୁର ଖାନ। ସବୁବେଳ ନିଜର ଲୁକ୍‌ ଏବଂ ଫ୍ୟାଶନକୁ ନେଇ ଟ୍ରେଣ୍ଡରେ ରହିଥାନ୍ତି। ନିଜର ପସନ୍ଦ ପାଇଁ ମହଙ୍ଗା ଗହଣା କିଣିବାକୁ ମଧ୍ୟ ଖାତିର କରନ୍ତି ନାହିଁ। ତାଙ୍କର ଡ୍ରେସ୍‌ ପିନ୍ଧିବା ଠାରୁ ଆରମ୍ଭ କରି ଗହଣା ମଧ୍ୟ ସବୁ ବ୍ରାଣ୍ଡେଡ ରହିଥାଏ।…

କରୀନାଙ୍କ ବେକରେ ଥିବା ଏହି ସ୍ନେକ ଚୋକର ଦାମ ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍‌

ମୁମ୍ବାଇ: ବଲିଉଡ୍ର  ହଟ୍ ମମ୍ ଅର୍ଥାତ୍‌ ବେବୋ କରୀନା କପୁର ଖାନ୍ ପୁଣି ଚର୍ଚ୍ଚାରେ। ତାହା ପୁଣି ନିଜ ଗଳାର ଚୋକର ପାଇଁ। ତାଙ୍କର ଗଳାରେ ଥିବା ଏହି ଡାଇମଣ୍ଡ ସ୍ନେକ ଚୋକର ସମସ୍ତଙ୍କୁ ଦିଓ୍ଵାନା କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସ୍ନେକ ଚୋକର ଦାମ ଶୁଣିଲେ ଆପଣଙ୍କର ମଧ୍ୟ ହୋସ୍‌…