Browsing Tag

kareena kapoor

ବିଳମ୍ବିତ ରାତିରେ ଭାଇ ରଣବୀରଙ୍କୁ ଦେଖା କରିବାକୁ ପହଞ୍ଚିଲେ କରୀନା କପୁର, ସାମ୍ନାକୁ ଆସିଲା ମାସ୍କ ପିନ୍ଧା ଫଟୋ

ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କରୀନା କପୁର ସୋମବାର ବିଳମ୍ବିତ ରାତିରେ ଭାଇ ରଣବୀର କପୁରଙ୍କ ଘର ବାହାରେ ନଜର ଆସିଛନ୍ତି। ସେ ନିଜ ଆଣ୍ଟି ନିତୁ ସିଂହ ଓ ଭାଇ ରଣବୀରଙ୍କୁ ଭେଟିଛନ୍ତି। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। View…

ଭାରତ ସରକାରଙ୍କୁ ସାହାଯ୍ୟ କରିବେନି ସୈଫ-କରୀନା, ବରଂ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାକୁ ଦେବେ ରାଶି

କରୋନା ଭାଇରସ ସହ ଲଢ଼ିବା ପାଇଁ ଏବେ ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନ ଓ ତାଙ୍କ ସ୍ତ୍ରୀ କରୀନା କପୁର ଖାନ ସହାୟତାର ହାତ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କରୀନା ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହି କପଲ ଭାରତ ସରକାର କିମ୍ବା ମହାରାଷ୍ଟ୍ର ସରକାରଙ୍କ…

ବଦଳିଲା ତୈମୁର ଅଲ୍ଲୀ ଖାନ୍‌ଙ୍କ ବ୍ୟବହାର, ଫଟୋଗ୍ରାଫରଙ୍କୁ ଦେଖି ଦେଲେ ଏମିତି ରିଆକ୍ସନ୍‌; ଦେଖନ୍ତୁ ଭିଡିଓ

କରୀନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ପିଲାବେଳୁ ହିଁ ସୁପରଷ୍ଟାର ହୋଇଯାଇଛନ୍ତି। ତାଙ୍କର ଉଭୟ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ଯାହାକୁ ଲୋକମାନେ ମଧ୍ୟ ପସନ୍ଦ କରୁଥିବା ଦେଖାଯାଇଛି। ସେହିଭଳି ଆଉ ଏକ ଭିଡିଓ ଏବେ ଦେଖିବାକୁ ମିଳିଛି। ଭିଡିଓରେ ତୈମୁର ଅଲ୍ଲୀ…

ଭଉଣୀ ଇନାୟା ସହ ମନ ଭରି ହୋଲି ଖେଳିଲେ କୁନି ତୈମୁର, ଫଟୋ ଦେଖିଲେ ମନେ ପଡ଼ିଯିବ ପିଲାବେଳ

କରୀନା କପୁର ସ୍ୱାମୀ ସୈଫ ଅଲ୍ଲୀ ଖାନ୍‌ ଓ ପୁଅ ତୈମୁର ସହ ହୋଲି ସେଲିବ୍ରେଟ୍‌ କରିଛନ୍ତି। କରୀନା ଗାଲ୍‌ରେ ହାଲ୍‌କା ରଙ୍ଗ ଲଗାଇଥିବା ନଜର ଆସିଥିବା ବେଳେ ତୈମୁର କିନ୍ତୁ ବେଶ୍‌ ମନ ଭରି ଉପଭୋଗ କରଛନ୍ତି ରଙ୍ଗର ପର୍ବ ହୋଲିକୁ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଇନଷ୍ଟାଗ୍ରାମରେ ଡେବ୍ୟୁ କରି ବେବୋ ପୋଷ୍ଟ କଲେ ପ୍ରଥମ ଫଟୋ, ଫ୍ୟାନ କରୁଛନ୍ତି ଏପରି ପ୍ରଶଂସା

ସବୁବେଳେ ସୋସିଆଲ ପ୍ଲାଟଫର୍ମରୁ ଦୂରେଇ ରହୁଥିବା କରୀନା କପୁର ଗତକାଲି ଅର୍ଥାତ ମାର୍ଚ୍ଚ ୫ରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି। କରୀନା ଇନଷ୍ଟାରେ ଡେବ୍ୟୁ କରିବା ପରେ  ଏକ ଫଟୋ ସେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାସହିତ କରୀନାଙ୍କ ଫଲୋୟର୍ସ ସଂଖ୍ୟା…

ବେବୋଙ୍କ ସ୍ୱପ୍ନର ନାୟକ ଏହି ଅଭିନେତା, ତାଙ୍କ ସହିତ ଏବେ ବାୟୋପିକ ଫିଲ୍ମ କରିବାକୁ ଇଚ୍ଛା

ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଅପ୍‌କିମଙ୍ଗ ଫିଲ୍ମ ‘ଅଗ୍ରେଂଜୀ ମିଡିୟମ’ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଏଥିରେ କରୀନାଙ୍କ ସହିତ ଇମ୍ରାନ ଖାନ ଏବଂ ରାଧିକା ମଦନ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଇରଫାନଙ୍କ ସହିତ ଅଭିନୟକୁ ନେଇ କରୀନା କହିଛନ୍ତି, ‘ମୋର ଇଚ୍ଛା ଥିଲା…

କରୀନା କପୁରଙ୍କ ରେଡିଓ ଶୋ’କୁ ଆସିଲେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌, ଖୋଲିଦେଲେ ସିକ୍ରେଟ୍‌, ଲାଜରେ ନଇଁଗଲେ ବେଗମ୍‌

ବଲିଉଡ୍‌ର ପାଓ୍ଵାର କପଲ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁର ସମସ୍ତଙ୍କ ପାଇଁ ଆଦର୍ଶ ଦମ୍ପତି। ନିକଟରେ ସୈଫ୍‌ କରୀନାଙ୍କ ରେଡିଓ ଶୋ’ ‘ହ୍ଵାଟ୍‌ ଓ୍ଵିମେନ୍‌ ଓ୍ଵାଣ୍ଟ୍‌’ରେ ସାମିଲ ହୋଇଥିଲେ। ଶୋ’ ମଝିରେ ସୈଫ୍‌ ଓ କରୀନାଙ୍କ ମଧ୍ୟରେ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା। ଏଥିରେ କରୀନା…

କରିନା କପୁରଙ୍କ ହମ୍‌ସକଲ ସୋସିଆଲ ମିଡିଆରେ ସୃଷ୍ଟି କଲେ ହଇଚଇ, ଦେଖନ୍ତୁ ମଜାଦାର ଭିଡିଓ

ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କ ‘ହମ୍‌ସକଲ’ ସୋସିଆଲ ମିଡିଆରେ ଖୁବ୍‌ ପପୁଲାର୍‌ ହେଉଛନ୍ତି। କ୍ୟାଟ୍ରିନା କୈଫ୍‌, ଦୀପିକା ପାଦୁକୋନ ଓ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ‘ହମ୍‌ସକଲ’ଙ୍କ ଭିଡିଓ ନିକଟରେ ଭାଇରାଲ ହୋଇଥିଲା। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି କରିନା କପୁର ଖାନ୍‌।…

ଭାଇଙ୍କ ବିବାହରେ ହଳଦିଆ ଶାଢ଼ିରେ ନଜର ଆସିଲେ କରୀନା କପୁର, ତୈମୁର ବି ଭାରତୀୟ ଗେଟ୍‌ଅପ୍‌ରେ ଦିଶୁଥିଲେ କମାଲ

ଅଭିନେତା ଅରମାନ ଜୈନ ଓ ଅନିଶା ମାଲହୋତ୍ରାଙ୍କ ବିବାହ ନିକଟରେ ଅନୁଷ୍ଠିତ ହୋଇଛି। ଏହି ବିବାହ ଉତ୍ସବରେ କରୀନା କପୁର ପୁଅ ତୈମୁର ସହ ନଜର ଆସିଥିଲେ। ଭାଇଙ୍କ ବିବାହରେ କରୀନା କପୁର ଖୁବ୍‌ ସଜେଇ ହୋଇ ପାରମ୍ପରିକ ଗେଟଅପ୍‌ରେ ନଜର ଆସିଥିଲେ। View…

ପୁଅ ତୈମୁରର ଆୟାଙ୍କ ଦରମାକୁ ନେଇ ଏପରି ରିଆକ୍ସସନ୍ ଦେଲେ କରିନା, କିଛି ଦିନ ହେବ ଏହାକୁ ନେଇ ଚାଲିଥିଲା ଚର୍ଚ୍ଚା

ମା କରିନା କପୁର ଖାନ୍ ଏବଂ ବାପା ସେଫ୍ ଅଲ୍ଲୀ ଖାନ୍ ଙ୍କ ଠାରୁ ପୁଅ ତୈମୁରଙ୍କ ଫ୍ଯାନ୍ ଫଲୋଇଙ୍ଗ ବେଶ୍ ଅଧିକ । ଜନ୍ମ ପରଠାରୁ ତୈମୁର ସମସ୍ତଙ୍କ ପ୍ରିୟ ହୋଇ ରହିଛନ୍ତି । ତୈମୁର ଯେଉଁଠାକୁ ଯାଇଥାନ୍ତି ସେଠାରୁ ତାଙ୍କର ଫୁଟେଜ୍ ଭାଇରାଲ ହୋଇଯାଇଥାଏ । ତେବେ ତୈମୁର ବିଶେଷ ଭାବେ ତାଙ୍କ…

କରିନା କପୁର କଲେ ମାଗାଜିନ୍ ପାଇଁ ଫଟୋ ସୁଟ୍, କିନ୍ତୁ ଏଇ ଭୁଲ୍ ପାଇଁ ହେଲେ ଟ୍ରୋଲ୍

କରିନା କପୁର ନିଜର ଫିଲ୍ମ 'ଗୁଡ୍ ନ୍ଯୁଜ୍'ର ରିଲିଜ୍ ପରେ ନୂଆବର୍ଷ ଅବସରରେ ଛୁଟି କାଟିବା ପାଇଁ ପରିବାର ସହିତ ସ୍ବିଜରଲ୍ୟାଣ୍ଡ ଯାଇଥିଲେ । ଏହାବ୍ଯତିତ କରିନା ରେଡିଓ ଜରିଆରେ ନିଜର ଟକ୍ ସୋ ପାଇଁ ମଧ୍ଯ ବେଶ୍ ଚର୍ଚ୍ଚାରେ ଥିଲେ । ତେବେ ବର୍ତ୍ତମାନ କରିନା କିନ୍ତୁ ୟୁଜର୍ସଙ୍କ ଟ୍ରୋଲର ଶିକାର…

‘ଗୁଡ୍‌ନ୍ୟୁଜ୍‌’ ରିଲିଜ୍‌ ହେବା ପରେ ଏବେ ସ୍ୱିଜରଲ୍ୟାଣ୍ଡ୍‌ରେ ପରିବାର ସହ ଛୁଟି କାଟୁଛନ୍ତି କରୀନା କପୁର, ଦେଖନ୍ତୁ…

ଫିଲ୍ମ ଗୁଡ୍‌ନ୍ୟୁଜ୍‌ ରିଲିଜ୍‌ ହେବା ପରେ ଏବେ ଅଭିନେତ୍ରୀ କରୀନା କପୁର ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌, ପୁଅ ତୈମୁରଙ୍କ ସହ ଛୁଟି କାଟିବାକୁ ବାହାରିଯାଇଛନ୍ତି। ସେ ସ୍ୱିଜରଲ୍ୟାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପରିବାର ସହ ଯାଇଛନ୍ତି। ତାଙ୍କ ସହ ଭଉଣୀ କରିସ୍ମା କପୁର ମଧ୍ୟ…