Browsing Tag

kareena kapoor

ସୋସିଆଲ ମିଡିଆରେ ନିଜ ପୁଅଙ୍କ ନାଁରେ ନେଗେଟିଭ କମେଣ୍ଟ ଶୁଣି ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ସୈଫ

ସୈଫ ଅଲ୍ଲି ଖାନ ଏବଂ କରୀନା କପୁର ଦୁଇଜଣ ସୋସିଆଲ ମିଡିଆରେ ନିଜ ପିଲାଙ୍କୁ ନେଇ ସର୍ବଦା ଟ୍ରୋଲରେ ରହୁଛନ୍ତି। ବଡ଼ ପୁଅର ନାମ ତୈମୁର ଅଲ୍ଲୀ ଖାନ ରଖିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଟ୍ରୋଲ ହେଉଥିଲେ ।ଏହାପରେ ଏବେ ସାନପୁଅକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସଛନ୍ତି। ସାନପୁଅର…

କରୀନା କପୁର, ଶର୍ମିଲା ଟାଗୋରଙ୍କୁ କହିଲେ, ‘ମୁଁ ଆପଣଙ୍କ ଝିଅ ଭଳି…’; ଏହା ଶୁଣି ଶାଶୁ ମା’ ଦେଲେ ଏମିତି ଜବାବ

କରୀନା କପୁର ନିକଟରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ସହିତ ଛୁଟିରୁ ଫେରିଛନ୍ତି। ମାଳଦ୍ୱୀପରୁ ଫେରିଥିବା କରୀନା କପୁରଙ୍କ ପୁଅ ଜେହଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ଏହାରି ଭିତରେ କରୀନା କପୁର ଖାନ ଓ ତାଙ୍କ ଶାଶୁ ମା’ ଶର୍ମିଲା ଟାଗୋରଙ୍କ ଟ୍ୟୁନିଙ୍ଗ୍‌ କେଉଁ…

୬ ମାସର ହେଲେ କରୀନା-ସୈଫ୍‌ଙ୍କ ସାନପୁଅ ଜେହ, ଅଭିନେତ୍ରୀ କୋଳରେ ଧରି ସେୟାର କଲେ ଏହି ସୁନ୍ଦର ଫଟୋ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ବର୍ତ୍ତମାନ ସମୟରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ ଏବଂ ନିଜର ଦୁଇଟି ପୁଅ ତୈମୁର ଓ ଜେହଙ୍କ ସହିତ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। କରୀନା ପ୍ରତିଦିନ ସେଠାରୁ କିଛି ନା କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଏବେ ପୁଣି ଥରେ କରୀନା ନିଜ…

ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ଜନ୍ମଦିନକୁ ଏମିତି ପାଳିଲେ କରୀନା କପୁର, ଦୁଇପୁଅ ତୈମୁର ଓ ଜେହଙ୍କ ସହିତ ମାଳଦ୍ୱୀପ…

କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ ମାଲଦ୍ୱୀପରେ ଅଛନ୍ତି। ସେଠାରେ ବେବୋ ନିଜ ସ୍ୱାମୀଙ୍କର ୫୧ତମ ଜନ୍ମଦିନ ପାଳିଛନ୍ତି ଏବଂ ଏହି ଭ୍ୟାକେସନର ଏକ ପରଫେକ୍ଟ ଫଟୋ ସେୟାର କରିଛନ୍ତି। ଏହି ଖାସ୍‌ ମଉକାରେ କରୀନା, ସୈଫ୍‌ଙ୍କ ସହିତ ପୋଜ୍‌ ଦେଇଥିବାର ଦେଖାଯାଇଛନ୍ତି। ଏଥି ସହିତ ତାଙ୍କ ଦ୍ୱିତୀୟ ପୁଅ…

ପ୍ରଯୋଜନାକୁ ଓହ୍ଲାଇଲେ କରୀନା କପୁର ଖାନ

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ତାଙ୍କ ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ଏଥିସହିତ ସେ ପ୍ରଯୋଜକ ହେବାକୁ ଯାଉଥିବା ମଧ୍ୟ ଘୋଷଣା କରିଛନ୍ତି। ଅନେକ ବଲିଉଡ୍‌ ଫିଲ୍ମରେ ଚୁଲ୍‌ବୁଲି ନାୟିକା ଭାବେ ଦେଖାଯାଇଥିବା ବେବୋ ଏବେ ଆଉ ପାଦେ ଆଗକୁ ଯାଇ ପ୍ରଯୋଜନା ଦୁନିଆରେ ପାଦ ଥାପିବାକୁ ମନ…

୪ ମାସ ପରେ ସାନ ପୁଅର ଫଟୋ ଶେୟାର କଲେ କରୀନା କପୁର

ଜନ୍ମର ୪ ମାସ ପରେ କରୀନା କପୁର ଖାନ ତାଙ୍କ ସାନ ପୁଅର ପ୍ରଥମ ଫଟୋ ଶେୟାର କରିଛନ୍ତି। ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ କରୀନା ତାଙ୍କ କ୍ୟୁଟ ପୁଅ ଜେହଙ୍କ ମଥାକୁ ଚୁମ୍ବନ ଦେଉଥିବା ନଜର ଆସୁଛି। ଫଟୋ ସାମ୍ବାଦିକ ମାନବ ମଙ୍ଗଲାନୀ ଏହି ଫଟୋ ନିଜ ଭେରିଫାଏଡ ଇନଷ୍ଟାଗ୍ରାମ…

ବଲିଉଡ ଅଭିନେତ୍ରୀ କରିନା କପୁରଙ୍କ ନାଁ କେଶ ଦାୟର, “ପ୍ରେଗନାନ୍ସି ବାଇବେଲ”କୁ ନେଇ ମୁଣ୍ଡ ଟେକିଛି…

ବଲିଉଡ ଅଭିନେତ୍ରୀ କରିନା କପୁରଙ୍କୁ ନେଇ ମୁଣ୍ଡ ଟେକିଛି ବିବାଦ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକେ କରିନାଙ୍କ ବିରୋଧରେ ପ୍ରତିବାଦ କରିଥିବା ଜଣାଯାଇଛି । ଖାଲି ସେତିକି ନୁହେଁ ବୁଧବାର ମହାରାଷ୍ଟ୍ର ବିଡ ସହରର ପୋଲିସ ନିକଟରେ ଅଭିଯୋଗ ଦାୟର ହୋଇଛି । ପ୍ରକୃତରେ କରିନାଙ୍କ ଦ୍ୱାରା…

କରୀନା ହୋଇପାରିବେନି ସୀତା ଟ୍ବିଟରରେ ଟ୍ରେଣ୍ଡ କରୁଛି ବୟକଟ କରୀନା

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ବିତୀୟ ଥର ମା’ ହେବା ପରେ ପୁଣିଥରେ କର୍ମ କ୍ଷେତ୍ରକୁ ଫେରିବାକୁ ସଜବାଜ ହେଉଛନ୍ତି । ନିଜ ପୋଷ୍ଟକୁ ନେଇ ସବୁବେଳେ ସୋସାଲ ମିଡିଆରେ ଚର୍ଚ୍ଚାରେ ରହୁଥିବା କରିନାଙ୍କ ବିରୋଧରେ ଟ୍ବିଟରରେ ତାଙ୍କୁ ବୟକଟ କରିବାକୁ ଦାବି ହେଉଛି । ଟ୍ବିଟରରେ ହାଶଟ୍ୟାଗ…

କରୋନାରେ ଏକୁଟିଆ ହୋଇଯାଇଥିବା ପିଲାଙ୍କ ପାଇଁ ହେଲ୍ପଲାଇନ ସେୟାର କଲେ କରୀନା କପୁର, ମେସେଜ ପଢ଼ି ଲୋକେ ଇମୋଶନାଲ

କରୋନା ମହାମାରୀ ପୂରା ଦେଶରେ ଆତଙ୍କ ଖେଳାଇ ରଖିଛି। ଏହି ସଂକ୍ରାମକ ରୋଗରେ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି। ପ୍ରତ୍ୟେକ ବ୍ୟକ୍ତି ନିଜ ତରଫରୁ ଲୋକଙ୍କୁ ସତର୍କ ଏବଂ ସଚେତନ ରହିବାକୁ ପରାମର୍ଶ ଦେଉଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି କଠିନ ସମୟରେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ…

କରୀନା କପୁର ଶେୟାର କଲେ ପୁଅର ପ୍ରଥମ ଫଟୋ, ମହିଳା ଦିବସ ପାଇଁ ଜଣାଇଲେ ଶୁଭେଚ୍ଛା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ୨୧ ଫେବୃଆରୀରେ ତାଙ୍କ ଦ୍ୱିତୀୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏବେ କରୀନା ନିଜ ଶିଶୁପୁତ୍ରର ପ୍ରଥମ ଝଲକ ଫ୍ୟାନ୍‌ମାନଙ୍କ ସହ ଶେୟାର କରିଛନ୍ତି। ମହିଳା ଦିବସ ଅବସରରେ ସେ ନବଜାତକ ସହିତ ଫଟୋ ଶେୟାର କରିଛନ୍ତି। କରୀନା ଫଟୋର କ୍ୟାପସନ ଲେଖିଛନ୍ତି କି,…

କରୀନା କପୁରଙ୍କ ଦ୍ୱିତୀୟ ପୁଅ ପାଇଁ ବଡ଼ ଗିଫ୍ଟ ନେଇ ପହଞ୍ଚିଲେ କରଣ ଜୋହର, ଦେଖନ୍ତୁ ଭାଇରାଲ ଭିଡିଓ

କରୀନା କପୁର ଖାନ କିଛିଦିନ ତଳେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ନବଜାତକଙ୍କୁ ଦେଖିବା ପାଇଁ ସମସ୍ତେ ଅପେକ୍ଷାରତ ଥିବା ବେଳେ ଏହାରି ଭିତରେ କରୀନାଙ୍କ ଘରକୁ ସେଲିବ୍ରିଟିମାନଙ୍କର ଯିବାଆସିବା ଲାଗି ରହିଛି। ନିକଟରେ ମଲାଇକା ଆରୋରା ଓ ଅର୍ଜୁନ କପୁର ଆସିଥିବା ବେଳେ ଏବେ ତାଙ୍କର ଅତି…

କରୀନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି, ଦ୍ବିତୀୟ ଶିଶୁପୁତ୍ର ଜନ୍ମ ଦେଲେ ବେବୋ

ବଲିଉଡ୍ ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। କରୀନା ପୁଣି ଥରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ମିଳିବା ପରେ ଫ୍ଯାନମାନେ ବହୁତ ଖୁସି ରହିଛନ୍ତି। ଘରକୁ ନୂଆ ଅତିଥିଆସିବା ପରେ ସୈଫଙ୍କ ଠାରୁ ଆରମ୍ଭ କରି ସମସ୍ତେ ଖୁସି ରହିଛନ୍ତି। କରୀନାଙ୍କ ଦ୍ବିତୀୟ…