ନୂଆ ଷ୍ଟାଇଲରେ ବନାଇ ଖାଆନ୍ତୁ ସିନ୍ଧି କଲରା ଚିପ୍ସ, ସ୍ୱାଦ ଏକଦମ୍ ଜବରଦସ୍ତ
କଲରାର ପିତା ସ୍ୱାଦ ପାଇଁ ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତିନାହିଁ। ସେହିପରି ଆଉ କିଛି ଲୋକ ଏହାର ବିକଳ୍ପ ଖୋଜିଥାଆନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ସ୍ୱାଦର କଲାରା ଚିପ୍ସ ନେଇ ଆସିଛୁ। ଯାହାର ସ୍ୱାଦ ଆପଣଙ୍କ ମନ ଜିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ…