Browsing Tag

kargil day

ସେନା ଦିବସରେ ଶେରଶାହ ଠାରୁ ଆରମ୍ଭ କରି ବର୍ଡର ପର୍ଯ୍ୟନ୍ତ ଜାଣନ୍ତୁ ଆମ ସୈନିକଙ୍କ ବୀରତ୍ଵ କାହାଣୀ

ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପରିଛେ ଓ ଖୁସିରେ ଘରେ ରହିପରିଛେ ତାହା କେବଳ ସମ୍ଭବ ହୋଇଛି ଆମ ଭାରତୀୟ ସେନାଙ୍କ ପାଇଁ । ତେଣୁ ଆଜିର ସେନା ଦିବସରେ କେ ନ୍ୟୁଜ୍ ଓଡ଼ିଶା ତରଫରୁ ଆମ ଭାରତୀୟ ସେନାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। କେଡେ ଭାଗ୍ୟବାନ ସେ ବାପା ମା' ଜିଏ ଆମ ମାଟି…

କାରଗିଲ ବିଜୟ ଦିବସରେ ଶହିଦ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ଶେରଶାହ”ର ଟ୍ରେଲର ରିଲିଜ,…

ଶେରଶାହ ଫିଲ୍ମର ଟ୍ରେଲର ହୋଇଛି ରିଲିଜ। ଏହି ଫିଲ୍ମଟି ପରମବୀର ଚକ୍ର ବିଜେତା ଦିବଙ୍ଗତ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ ଉପରେ ଆଧାରିତ। ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ କ୍ୟାପଟେନ ବିକ୍ରମ। ତାଙ୍କର ଏହି ବଳିଦାନର କାହାଣୀକୁ ନେଇ ଫିଲ୍ମକୁ…

କାରଗିଲ ଯୁଦ୍ଧକୁ ବିତି ଯାଇଛି ୨୧ବର୍ଷ : ସହିଦ ନିରଞ୍ଜନ ବେହେରାଙ୍କୁ ଆଜିବି ଝୁରୁଛି ଗାଁ ମାଟି

ଚାନ୍ଦବାଲି: ୧୯୯୯ ମସିହା ଜୁଲାଇ ୨୬ ତାରିଖ । ଦେଶବାସୀଙ୍କ ପାଇଁ ଚିର ସ୍କରଣୀୟ ଓ ଗୌରବର ଦିନ । କାରଣ ଆଜିର ଦିନରେ ବୀର ଯବାନମାନେ ସହିତ ହୋଇ କାରଗିଲ ଯୁଦ୍ଧରେ ବିଜୟୀ ହୋଇଥିଲେ । ତେଣୁ ସାରା ଦେଶ ଆଜିର ଦିନକୁ କାରଗିଲ ବିଜୟ ଦିବସ ରୂପେ ପାଳନ କରିଆସୁଅଛି । କାରଗିଲ ଯୁଦ୍ଧରେ ସହିଦ…

ଆଜି କାରଗିଲ ବିଜୟ ଦିବସ : ସହିଦ୍ ଯବାନଙ୍କୁ ମନେପକାଉଛି ସାରା ଦେଶ

୧୯୯୯ ଜୁଲାଇ ୨୬ରେ ଭାରତୀୟ ସେନାର ବିଜୟ ସଫଳ ଅଭିଯାନକୁ କାରଗିଲ ଦିବସ ଭାବେ ପାଳନ କରାଯାଇଥାଏ। ଷାଠିଏ ଦିନ ଧରି ଏହି ଯୁଦ୍ଧ ଚାଲିଥିଲା। ଯୁଦ୍ଧରେ ସହିଦ୍ ହୋଇଥିବା ବୀର ସୈନିକଙ୍କୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସହିଦ୍ ସ୍ତମ୍ଭ ଓ…