Browsing Tag

karishma tanna

ବିବାହ ବନ୍ଧନରେ ବାନ୍ଧି ହେଲେ କରିସ୍ମା ଏବଂ ବରୁଣ, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରଲ

ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରଲ୍ ହେଉଛି । ଫ୍ୟାନ୍ସ, ବନ୍ଧୁ ଓ ପରିଜନ…

ବରୁଣଙ୍କ କନିଆଁ ସାଜିଲେ କରିଶ୍ମା ତନ୍ନା, ସାମ୍ନାକୁ ଆସିଲା ୱେଡିଙ୍ଗର ପ୍ରଥମ ଫଟୋ

କରିଶ୍ମା ତନ୍ନା ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ସହ ସାତ ଫେରା ନେଇ ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଭାଇରାଲ ହେଉଥିବାବେଳେ ଏବେ ସାମ୍ନାକୁ ଆସିଲା ବାହାଘର ପରର ପ୍ରଥମ ଫଟୋ। ନବଦମ୍ପତିଙ୍କ ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଦୁହେଁ ବହୁତ ଖୁସି…

ଆଜି ଟିଭି ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ବାହାଘର, ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ମେହେନ୍ଦୀ ବେଳର ଫଟୋ

ଏବେ ବଲିଉଡ୍‌ରେ ଚାଲିଛି ବିବାହ ଋତୁ। ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ ଏବେ ହାତକୁ ଦି ହାତ ହେଉଛନ୍ତି। ଇତି ମଧ୍ୟରେ ଟିଭି ଅଭିନେତ୍ରୀ କରିସ୍ମା ତନ୍ନାଙ୍କର ବି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅର୍ଥାତ୍‌ ଫେବ୍ରୁଆରୀ ୫ରେ କରିସ୍ମା ତନ୍ନା ନିଜ ଦୀର୍ଘ ଦିନର…

ଆସନ୍ତା ମାସରେ ବିବାହ କରୁଛନ୍ତି ଟିଭିର ନାଗିନ୍‌ କରିସ୍ମା ତନ୍ନା, ନିଜେ ଦେଲେ ସୂଚନା

ଏବେ କରୋନା କାଳରେ ମଧ୍ୟ ବଲିଉଡ୍‌ରେ ବିବାହ କିନ୍ତୁ ବନ୍ଦ ହେବାର ନାଁ ଧରୁନି। ସଂକ୍ରମଣ ବ୍ୟାପୁଥିଲେ ବି ସେଲିବ୍ରିଟିମାନେ ବିବାହ କରୁଛନ୍ତି, ସେ ପୁଣି ବେଶ୍‌ ଧୁମ୍‌ଧାମ୍‌ରେ। ନିକଟରେ ମହାଦେବ ଅଭିନେତା ମୋହିତ ରୈନା ଓ ଅଙ୍କିତା ଲୋଖଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେହିପରି ଖବର…

ସୁଇମିଂ ପୁଲ୍‌ ଭିତରେ ପଶି ବାର୍ଥ ଡେ’ କେକ୍‌ କାଟିଲେ କରିସ୍ମା ତନ୍ନା, ଦେଲେ ବୋଲ୍ଡ ଲୁକ୍‌

ଅଭିନେତ୍ରୀ କରିସ୍ମା ତନ୍ନା ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। କେବଳ ଏତିକି ନୁହେଁ, ସେ ବଲିଉଡ୍‌ରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛନ୍ତି। ୨୧ ଡିସେମ୍ବରରେ କରିସ୍ମା ନିଜର ୩୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଉଠାଇଥିବା କିଛି…