ପ୍ରଧାନମନ୍ତ୍ରୀଙ୍କ ନାମରେ ଅପମାନଜନକ ପୋଷ୍ଟ କରି ଫସିଲେ ଯୁବକ, ପୋଲିସ କଲା ଗିରଫ
ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପକ୍ଷରେ ଅପମାନଜନକ ପୋଷ୍ଟ କରିଥିବା ବ୍ୟକ୍ତିକୁ ବେଙ୍ଗାଲୁରୁରୁ ଗିରଫ କରିଛି ପୋଲିସ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପୋଲିସ ଜଣେ ରାସ୍ତାକଡ଼ ବିକାଳିକୁ ଗିରଫ କରିଛି । ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସୋସିଆଲ…