ଜଷ୍ଟିନ ବିବରଙ୍କୁ ମାତ୍ ଦେବେ ଏହି କୃଷକ, ଗାଇଲେ ‘Baby’ ଗୀତ: ଭିଡିଓ ଭାଇରାଲ
ହଲିଉଡ ଗାୟକ ଜଷ୍ଟିନ ବିବରଙ୍କ ଗୀତ ‘baby’ ଗୀତ ଆପଣ ନିଶ୍ଚିତ ଶୁଣିଥିବେ। ଯାହା ସମଗ୍ର ଦୁନିଆରେ ବେଶ୍ ଚର୍ଚ୍ଚିତ। ଏହି ଗୀତଟି ରିଲିଜ ହେବା ଏତେ ବର୍ଷ ପରେ ମଧ୍ୟ ଲୋକ ଏହାକୁ ଗାଇବାକୁ ଚେଷ୍ଟା କଲେ ମଧ୍ୟ ସଠିକ୍ ଭାବେ କରିପାରନ୍ତି ନାହିଁ। କିନ୍ତୁ କର୍ନାଟକର ଚିତ୍ରକୂଟ ଜିଲ୍ଲା ଜଣେ…