Browsing Tag

karnatak

ଚିକବଲ୍ଲାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୨ ମୃତ, ଜଣେ ଗୁରୁତର

କର୍ଣ୍ଣାଟକର ଚିକବଲ୍ଲାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ସକାଳ ୭ଟା ୧୫ ମିନିଟ ସମୟରେ ଜାତୀୟ ରାଜପଥ ୪୪ରେ ଚିତ୍ରାବତୀ ଟ୍ରାଫିକ ପୋଲିସ ଷ୍ଟେସନ ସମୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ମୁତାବକ,…

ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି, ୨୩ଟି ବାକ୍ସରୁ ୪୨ କୋଟି ମିଳିଲା ପରେ IT ଅଧିକାରୀଙ୍କ…

ଖଟ ତଳୁ ମିଳିଲା ପୁଳା ପୁଳା ଟଙ୍କା। ଘରେ ଏତେ ଟଙ୍କା ଭର୍ତ୍ତି କରୁଥିଲେ ଯେ ଜାଗାର ଅଭାବ ହେଲା , ଶେଷରେ ଦମ୍ପତି ଖଟ ତଳେ ଟଙ୍କାକୁ ରଖିଲେ..ଆଉ ତାରି ଉପରେ ଗଦି ପାରି ଶୋଉଥିଲେ । ଏ ଦମ୍ପତିଙ୍କୁ ମାନିବାକୁ ପଡିବ ଆଜ୍ଞା, କୁଆଡୁ ଆସୁଥିଲା କିଏ ଦଉଥିଲା ତାର କିଛି ବି ସୁରାକ ସେ କାହାରିକୁ ବି…

ଭୋଟ ଦେବା ଅଧିକାର ମିଳିବା ପରେ ହିଁ ସୋସିଆଲ ମିଡିଆ ବ୍ୟବହାର କରିବେ ପିଲା , ହାଇକୋର୍ଟଙ୍କ ବୟାନ

ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହେଲା ବଡ଼ ବୟାନ । ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଖରେ କେବଳ ଫୋନ ରହୁଛି ତାହା ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କର ନିଜର ଆକ୍ସେସ ମଧ୍ୟ ରହୁଛି । କିନ୍ତୁ ପିଲାମାନଙ୍କ ସୋସିଆଲ ମିଡିଆ ଆକ୍ସେସର ଏକ ନିର୍ଦ୍ଦିଷ୍ଟ ବୟସ…

ବର୍ଷା ପାଇଁ କୁନି କୁନି ପୁଅଙ୍କ ବିବାହ କରାଇଲେ କଣ୍ଣାଟକର ଗାଁ ଲୋକେ

ବର୍ଷା ପାଇଁ କୁନି କୁନି ପିଲାଙ୍କ ବିବାହ କରାଇଲେ ଗାଁ ଲୋକେ । ତାହା ପୁଣି ଦୁଇ ନାବାଳକଙ୍କ ବିବାହ । ଗାଁରେ ଦୀର୍ଘଦିନ ଧରି ବର୍ଷା ହେଉନଥିବାରୁ ଏପରି କରିଛନ୍ତି ଗ୍ରାମବାସୀ । କଥା ଟା ବିଶ୍ୱାସ ନହେଉ ଥିଲେ ବି ଘଟଣାଟି ସତ । ଭାରତର ଅନେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଏ ।…

ପ୍ରାର୍ଥନା ସଭାରେ ଜାତୀୟ ସଂଗୀତ ଗାନ କରୁଥିବା ବେଳେ ଟଳିପଡିଲେ ଛାତ୍ରୀ, ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ସୂଚନା

ସ୍କୁଲରେ ପ୍ରାର୍ଥନା କରୁଥିବା ସମୟରେ ଛାତ୍ରୀଙ୍କୁ ହାର୍ଟଆଟାକ ଆସିବାରୁ ମୃତ୍ୟୁ ହୋଇଛି । ପ୍ରାର୍ଥନା ସଭାରେ ହାର୍ଟଆଟାକ ଯୋଗୁଁ ସେ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଛାତ୍ରୀଙ୍କ ମୃତଦେହକୁ…

ବନ୍ଧୁତାରେ କଳଙ୍କ, ସ୍ତ୍ରୀ ସହିତ ଅନୈତିକ ସଂପର୍କ ଥିବା ସନ୍ଦେହ କରି ସାଙ୍ଗକୁ ମାରି ରକ୍ତ ପିଇଲା ସାଙ୍ଗ

ସ୍ତ୍ରୀ ସହ ସମ୍ପର୍କ ରଖିବାରୁ ନିଜ ବନ୍ଧୁଙ୍କ ଗଳା କାଟିବା ପରେ ରକ୍ତ ପିଇଛି ସାଙ୍ଗ । ଏହି ଘଟଣାରେ ପୋଲିସ ହତ୍ୟା କରିଥିବା ଯୁବକଙ୍କୁ ଗିରଫ କରିଛି । କର୍ଣ୍ଣାଟକ ଚିକାବଳଭପୁରା ଜିଲ୍ଲାର ଚିନ୍ତାମଣି ତାଲୁକରେ ଏହି ଘଟଣା ଘଟିଛି । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ତେବେ…

କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୧୩ ଗୁରୁତର

କର୍ଣ୍ଣାଟକର ୟାଦାଗିରି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା କ୍ରୁଜର । ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ…

କର୍ଣ୍ଣାଟକରେ କ୍ୟାବିନେଟ ବିସ୍ତାର, ସିଦ୍ଦରମୈୟାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ

କର୍ଣ୍ଣାଟକରେ ୨୦ ମଇରୁ କଂଗ୍ରେସ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଆଜି ଆଉ ୨୪ ବିଧାୟକ ସାମିଲ…

ଆଜିଠାରୁ କର୍ଣ୍ଣାଟକରେ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେଇଛନ୍ତି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଥାଓ୍ଵର ଚାନ୍ଦ ଗେହଲଟ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ । ଅନ୍ୟ ୮ ଜଣ…

ସିଦ୍ଦରମୈୟାଙ୍କ ଘର ବାହାରେ ସୁରକ୍ଷାକର୍ମୀ ମୁତୟନ, ୨୦ରେ ଶପଥ ଗ୍ରହଣ ଉତ୍ସବ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ହାଇଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡିଛି । ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ହାତେଇ ନେଇଥିବା ବେଳେ ଡିକେ ଶିବ କୁମାର ହେବେ ଡେପୁଟି ସିଏମ୍ । ଗତକାଲି ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ନେବାକୁ ସିଧାସଳଖ ମନା…

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମୈୟା, ଉପମୁଖ୍ୟମନ୍ତ୍ରୀ ପାଇଁ ରାଜି ହେଲେନି ଶିବକୁମାର

କର୍ଣ୍ଣାଟକ ରାଜନୀତିରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟା ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଖବର ମୁତାବକ, ଡିକେ ଶିବକୁମାରଙ୍କୁ ଉପ…

କର୍ଣ୍ଣାଟକ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଗୁରୁବାର, ଯୋଗଦେବେ ଗାନ୍ଧୀ ପରିବାର

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବ ଗୁରୁବାର । ଏହି ଦିନ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଶପଥ ଗ୍ରହଣ କରିବେ। କଂଗ୍ରେସ ହାଇକମାଣ୍ଡ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବେ ତାହା ଜଣାପଡି ନଥିଲେ ବି ଗୁରୁବାର ଦିନ ଶପଥ ଗ୍ରହଣ ସମାରୋହ ହେବ…