ଅନିୟନ୍ତ୍ରିତ ହୋଇ ବ୍ରିଜ ତଳକୁ ଖସିଲା ବସ୍, ୪୦ ଯାତ୍ରୀ ଥିଲେ ଭର୍ତ୍ତି
କର୍ଣ୍ଣାଟକ : କର୍ଣ୍ଣାଟକ ଶିବମୋଗା ଜିଲ୍ଲାରେ ଅଳ୍ପକେ ବର୍ତ୍ତିଗଲା ଅନେକ ଲୋକଙ୍କ ଜୀବନ । ଏକ ଘରୋଇ ବସ୍ ଅନିୟନ୍ତ୍ରିତ ହୋଇ ବ୍ରିଜ ତଳକୁ ଖସିପଡିଥିଲା । ଦୁର୍ଘଟଣା ବେଳେ ବସରେ ୪୦ ଜଣ ଯାତ୍ରୀ ଥିଲେ । ତେବେ ଘଟଣାରେ ଜନହାନୀ ହୋଇନଥିବା ଖବର ମିଳିଛି । ଘଟଣାରେ ୧୦ ଜଣ ଆହତ ହୋଇଥିବା…