Browsing Tag

karnataka temple

ନଡ଼ିଆର ମୂଲ୍ୟ ୬.୫ ଲକ୍ଷ ଟଙ୍କା, ନିଲାମିରେ କିଣି ନେଲେ ଭକ୍ତ

ଲୋକଙ୍କ ଭକ୍ତି ଓ ବିଶ୍ୱାସକୁ ମାପିବା ଅସମ୍ଭବ । ଏହି କ୍ରମରେ କର୍ଣ୍ଣାଟକର ଜଣେ ବ୍ୟକ୍ତି ଏକ ଭାଗ୍ୟଶାଳୀ ନଡ଼ିଆ ପାଇଛନ୍ତି । ବାଗଲକୋଟ ଜିଲ୍ଲାର ଜାମଖଣ୍ଡି ସ୍ଥିତ ଚିକ୍କଲକି ଗ୍ରାମରେ ଅବସ୍ଥିତ ୧୨ଶ ଶତାବ୍ଦୀର ମନ୍ଦିରରେ ପ୍ରଭୁ ମଲିମଙ୍ଗରାୟଙ୍କ ଗାଦିରେ ଥିବା ଏକ ନଡ଼ିଆ ପାଇବାର ସୁଯୋଗ…