Browsing Tag

karsog valley

ଆଶ୍ଚର୍ଯ୍ୟଜନକ କରସୋଗ ଘାଟିର ରହସ୍ୟ, ଯେଉଁ ହ୍ରଦ ତଳେ ରହିଛି ଲକ୍ଷଲକ୍ଷ ଟଙ୍କାର ମୂଲ୍ୟବାନ ସମ୍ପତ୍ତି

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ମଣ୍ଡି ନଗରଠାରୁ ୧୨୫ କିମି ଦୂରରେ ଦକ୍ଷିଣ ପୂର୍ବ ସମୁଦ୍ର ପତ୍ତନରୁ ପାଖାପାଖି ୧୪୦୪ ମିଟର ଉଚ୍ଚରେ ରହିଛି ଏକ ସ୍ଥାନ। ପୀର ପଞ୍ଜାଲ ପର୍ବତ ଶ୍ରେଣୀରେ ରହିଥିବା ରହସ୍ୟ ଏବଂ ମନ୍ଦିରର ଘାଟି ହେଉଛି କରସୋଗ ଘାଟି। ଏହି ଘାଟି ନିଜର ପାରମ୍ପରିକ ରୀତିନୀତି, ଲୋକ…