Browsing Tag

kartik

କାର୍ତ୍ତିକ ମାସରେ ବିଧିବିଧାନରେ କରନ୍ତୁ ତୁଳସୀଙ୍କ ପୂଜା, ପରିବାର ଉପରେ କୃପା ବର୍ଷାଇବେ ଲକ୍ଷ୍ମୀ ନାରାୟଣ

କାର୍ତ୍ତିକ ମାସ ଅକ୍ଟୋବର ୧୦ ସୋମବାରରୁ ଆରମ୍ଭ ହୋଇଗଲାଣି। ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ କାର୍ତ୍ତିକ ମାସ। ଏହି ମାସରେ ଗୋବର୍ଦ୍ଧନ ପୂଜା, ଦୀପାବଳି, ଭାଇଦୁଜ ଭଳି ବଡ ବଡ ଉତ୍ସବ ପାଳନ କରାଯାଏ। କୁହାଯାଏ ତୁଳସୀ ଗଛରେ ମା’ ଲକ୍ଷ୍ମୀ ବାସ କରନ୍ତି। ତେଣୁ ଯେଉଁମାନେ…

କାର୍ତ୍ତିକ ମାସରେ ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ହିନ୍ଦୁ ଧର୍ମରେ ଏହି ମାସର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହି ମାସରେ ଏକାସଙ୍ଗେ ଅନେକ ପର୍ବପର୍ବାଣୀ ମଧ୍ୟ ପଡ଼ୁଛି। ଏଣୁ କେହି କେହି ଏହାକୁ ପର୍ବମାସ ବୋଲି ମଧ୍ୟ କହିଥାନ୍ତି। ତେବେ କାର୍ତ୍ତିକ ମାସର କେବଳ ଧର୍ମ ସହ ନୁହେଁ, ବରଂ ଶରୀର ସହ ମଧ୍ୟ ଏହାର…

ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, କୋଭିଡ କଟକଣାରେ ଚାଲିଛି ପୂଜାର୍ଚ୍ଚନା

ପୁରୀ(କେନ୍ଯୁଜ୍): ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସମସ୍ତ ନୀତି ଆଜି ଭୋରୁ ଆରମ୍ଭ ହୋଇଛି ।ଭୋରରୁ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୂଙ୍କ ମଙ୍ଗଳ ଆଳତି କରାଯାଇଥିଲା । କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ…

କାର୍ତ୍ତିକରେ ଭୁଲରେ ବି କରନ୍ତୁନି ଏସବୁ କାମ, ନର୍କରେ ବି ସ୍ଥାନ ଦେବେନି ଭଗବାନ ବିଷ୍ଣୁ

ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ। ଅକ୍ଟୋବର ୨୧ରୁ କାର୍ତ୍ତିକ ମାସ ଆରମ୍ଭ ହୋଇ ନଭେମ୍ବର ୧୯ ଯାଏଁ ଚାଲିବ। ଏହି ମାସରେ ପୂଜା ପାଠର ବିଶେଷ ମହତ୍ତ୍ୱ ରହିଛି। ଏ ଅବସରରେ ମା’ ଲକ୍ଷ୍ମୀ, ଭଗବାନ ଶ୍ରୀ ହରି ବିଷ୍ଣୁ, ତୁଳସୀ ପୂଜନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି…

କାର୍ତ୍ତିକଙ୍କ ନୂଆ ନାୟିକା : ଲୁକାଛୁପିରେ ଆସିବେ ଏକାଠି

ମୁମ୍ବାଇ : ଯୁବପିଢ଼ିର ମନରେ ରାଜ କରୁଥିବା କାର୍ତ୍ତିକ ଆରୟାନ ଖୁବ ଶୀଘ୍ର ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିରେ ତାଙ୍କ ସହ ରହିଛନ୍ତି ନୂଆ ନାୟିକା। ଫିଲ୍ମ ଲୁକା ଛୁପିରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି କାର୍ତ୍ତିକ ଆରୟାନ ଓ କ୍ରିତି ସାନନ୍। ଫିଲ୍ମ ପାଇଁ ଉଭୟଙ୍କ ଲୁକ୍ ଟେଷ୍ଟ ସମୟର…