ସାମ୍ନାକୁ ଆସିଲା ଫିଲ୍ମ ‘ଭୁଲ ଭୁଲେୟା ୩’ରୁ କାର୍ତ୍ତିକ ଆର୍ଯ୍ୟନଙ୍କ ଫାଷ୍ଟ ଲୁକ୍, ଭାଇରାଲ ହେଉଛି ଫଟୋ
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୩’ର ସୁଟିଂ ଆରମ୍ଭ ହୋଇଛି । ତେବେ ଏହି ଅଭିନେତା ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଏହି ଫଟୋରେ କାର୍ତ୍ତିକଙ୍କ ସହ ଫିଲ୍ମ…