Browsing Tag

kartik aaryan

ଥରି ଉଠିବ ଛାତି! ‘ଭୁଲ୍‌ ଭୁଲୈୟା ୨’ର ଟିଜର ରିଲିଜ୍‌; ସ୍ୱାଗ୍‌ରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍‌ ଭୁଲୈୟା ୨’କୁ ଦର୍ଶକ ଲମ୍ବା ସମୟରୁ ଅପେକ୍ଷା କରି ରହିଥିଲେ। ଅନେକ କାରଣରୁ ଫିଲ୍ମର ରିଲିଜ୍‌ ଡେଟ୍‌ ପୋଷ୍ଟପୋନ ହେବା ପରେ ଏବେ ଶେଷରେ ଏହାର ଟିଜର ରିଲିଜ୍‌ କରି ଦିଆଯାଇଛି, ଯାହାପରେ ଫିଲ୍ମ ପାଇଁ ଦର୍ଶକଙ୍କ ଉତ୍ସାହ ଆହୁରି ଦୁଇଗଣା ବଢ଼ିଯାଇଛି।…

କାର୍ତ୍ତିକ ଆର୍ଯ୍ୟନଙ୍କୁ ଆସେ ନାହିଁ KISS କରିବା, କିସିଙ୍ଗ୍‌ ସିନ୍‌ ଦେବାରେ କରନ୍ତି ଖୁବ୍‌ ପରିଶ୍ରମ; ଏହି ଫିଲ୍ମରେ…

‘ପ୍ୟାର କା ପଞ୍ଚନାମା’ରେ ନିଜର ୫ ମିନିଟ୍‌ର ମନୋଲଗ୍‌ରୁ ହିଟ୍‌ ହୋଇଥିବା ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ଆଜି ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ନାଁ। ସେ ବଲିଉଡ୍‌ରେ କମେଡି ଠାରୁ ଆରମ୍ଭ କରି ରୋମାଣ୍ଟିକ୍‌ ମୁଭି ପର୍ଯ୍ୟନ୍ତ, ନିଜର ଚକୋଲେଟ୍‌ ହିରୋର ଇମେଜ ବଜାୟ ରଖିଛନ୍ତି। ଫିଲ୍ମଗୁଡ଼ିକରେ…

‘ଭୁଲ ଭୁଲୈୟା ୨’ର ଫାଷ୍ଟଲୁକ୍ ସହିତ ଟିଜର ରିଲିଜ, ଦେଖିବାକୁ ମିଳିଲା କାର୍ତ୍ତିକଙ୍କ ଜବରଦସ୍ତ ଅନ୍ଦାଜ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ଯନଙ୍କ ଅପକମିଂ ଫିଲ୍ମ ‘ ଭୁଲ ଭୁଲୈୟା ୨’ ଖୁବଶୀଘ୍ର ପରଦାକୁ ଆସିବ। ଗତକାଲି ଫିଲ୍ମରର ଫାଷ୍ଟ ଲୁକ୍ ଏବଂ ମୋସନ ପୋଷ୍ଟର ରିଲିଜ ହୋଇଛି। ଫିଲ୍ମଟି ଆସନ୍ତାବର୍ଷ ମାର୍ଚ୍ଚରେ ରିଲିଜ ହେବ ବୋଲି ଖବର ମିଳିଥିଲା। ଏବେ କାର୍ତ୍ତିକ ନିଜ ଇନଷ୍ଟାଗ୍ରାମ ପେଜରେ ଫଟୋ…

କାର୍ତ୍ତିକ ଆର୍ଯ୍ଯନଙ୍କର ଲାଗିଲା ଲଟେରୀ, ବାସୁ ଭାଗନାନୀଙ୍କ ତରଫରୁ ମିଳିଲା ୩ଟି ଫିଲ୍ମ ଡିଲ୍

କାର୍ତ୍ତିକ ଆର୍ଯ୍ଯନ ଧୀରେ ଧୀରେ ଇଣ୍ଡଷ୍ଟ୍ରୀରେ ନିଜର ଜାଗା କାଏମ କରିସାରିଲେଣି। କରନ ଜୋହରଙ୍କ ଫିଲ୍ମରୁ କାର୍ତ୍ତିକକୁ ବାହାର କରିଥିବା ନେଇ ଚର୍ଚ୍ଚାରେ ରହିଥିଲେ। ଏବେ କାର୍ତ୍ତିକଙ୍କ ଲଟେରୀ ଲାଗିଯାଇଛି। ଏବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଡିମାଣ୍ଡ ଏବେ ବଢ଼ିଯାଇଛି। ତାଙ୍କୁ…

ଧୁମ୍ ମଚାଇଲା ‘କ୍ଯାପଟେନ ଇଣ୍ଡିଆ’ର ଫାଷ୍ଟ ଲୁକ୍, ନୂଆ ଅବତାରରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ଯନ

ଅଭିନେତା କାର୍ତ୍ତିକ ଆର୍ଯ୍ଯନ ଅପକମିଂ ଫିଲ୍ମ ‘କ୍ଯାପଟେନ ଇଣ୍ଡିଆ’ର ନଜର ଆସିବେ। କାର୍ତ୍ତିକ କହିଛନ୍ତି, କ୍ଯାପଟେନ ଇଣ୍ଡିଆ ସମାନ ଭାବେ ପ୍ରେରଣାଦାୟକ ଏବଂ ରୋମାଞ୍ଚକାରୀ। ଦେଶର ଐତିହାସିକ ଅଧ୍ୟାୟର ଭାଗ ନେବା ପାଇଁ ବହୁତ ଗର୍ବ ଏବଂ ସମ୍ମାନିତ ଅନୁଭବ କରୁଛି। …

କରଣ-କାର୍ତ୍ତିକ ଭିତରେ କଟାକଟି, ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ କଲେ ଅନଫଲୋ, ଜାଣନ୍ତୁ କାହିଁକି

ବଲିଉଡ୍ ପ୍ରଡ୍ୟୁସର-ଡାଇରେକ୍ଟର କରଣ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା ୨’, ନିଜ କାହାଣୀକୁ ନେଇ ଯେତିକି ଚର୍ଚ୍ଚାରେ ନାହିଁ ସେତିକି ଚର୍ଚ୍ଚା ଫିଲ୍ମର ହିରୋ ପାଇଁ ଅଛି। ଖବର ଅନୁଯାୟୀ ‘ଦୋସ୍ତାନା ୨’ରେ ଅଭିନେତା କାର୍ତ୍ତିକ ଆର‌୍ୟାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଅନ୍ୟ…

କରୋନାରୁ ସୁସ୍ଥ ହୋଇ ଫେରିଲେ କାର୍ତ୍ତିକ ଆର‍୍ୟନ୍‌, ଫ୍ୟାନ୍ସଙ୍କୁ ଦେଲେ କିଛି ଏମିତି ସରପ୍ରାଇଜ

ବଲିଉଡ ଅଭିନେତା କାର୍ତ୍ତିକ ଆର‍୍ୟନ୍‌ କରୋନା ପଜିଟିଭ ହେଲାପରେ ଫ୍ରାନ୍ସମାନେ ଦୁଃଖି ହୋଇଯାଇଥିଲେ। ତାଙ୍କର ସୁସ୍ଥ ହେବା ଖବରକୁ ସମସ୍ତେ ଚାହିଁ ବସିଥିଲେ। କିଛି ଦିନ ପୂର୍ବରୁ କାର୍ତ୍ତିକ ଆର‍୍ୟନ୍‌ଙ୍କ କରୋନା ନେଗେଟିଭ ଖବର ସାମ୍ନାକୁ ଆସିଥିଲ।ା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହି…

କାର୍ତ୍ତିକ ଆର୍ଯ୍ୟନ୍‌ଙ୍କୁ କରୋନା, କହିଲେ, ‘ପଜିଟିଭ୍‌ ହୋଇଗଲି, ପ୍ରାର୍ଥନା କରନ୍ତୁ’

ବଲିଉଡ୍‌ର ରାଇଜିଂ ସୁପରଷ୍ଟାର କାର୍ତ୍ତିକ ଆର୍ଯ୍ୟନ୍‌ଙ୍କୁ କରୋନା। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଏ ନେଇ କାର୍ତ୍ତିକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ପଜିଟିଭ୍‌ ହୋଇଗଲି, ପ୍ରାର୍ଥନା କରନ୍ତୁ’। କାର୍ତ୍ତିକ…

ଡିଜିଟାଲ ଡେବ୍ଯୁ କଲେ ‘ଧିମେ ଧିମେ ବଏ’, ଲଗାଇଲେ ଜବରଦସ୍ତ ଡ୍ଯାନ ତଡ଼କା, ଭିଡିଓ ଟିଜର ରିଲିଜ

ବଲିଉଡରେ ନିଜର ଦମଦାର ଅଭିନୟ କଳା ଦେଖାଇ ଏବେ ଫ୍ଯାନ୍ ଦିଲ୍ ରେ ରାଜ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ଯନ। କାର୍ତ୍ତିକଙ୍କ ଗୋଟେ ଝଲକ ପାଇବା ପାଇଁ ଫ୍ଯାନ ପାଗଳ ରହୁଛନ୍ତି। କାର୍ତ୍ତିକ ଆର୍ଯ୍ଯନ ନିଜ ଫ୍ଯାନ୍ ଙ୍କ ପାଇଁ ଖାସ୍ ଉପହାର ନେଇ ଆସିଛନ୍ତି। ପ୍ରଥମ ଥର ପାଇଁ ଡିଜିଟାଲ ଡେବ୍ଯୁ…

ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଫିଲ୍ମ ‘ଧମାକା’ର କାର୍ତ୍ତିକ ଆର୍ଯ୍ୟନଙ୍କ ଫାଷ୍ଟ ଲୁକ୍‌ , ଦମଦାର୍‌ ଲୁକ୍‌ ରେ…

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଗତକାଲି ନିରଜା ଫିଲ୍ମର ନିର୍ଦ୍ଦେଶକ ରାମ ମାଧବାନୀଙ୍କ ନୂଆ ଫିଲ୍ମ ‘ଧମାକା’ ରେ ତାଙ୍କ ଚରିତ୍ର ‘ଅର୍ଜୁନ ପାଠକ’ଙ୍କ ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଏହି ଫିଲ୍ମ କାର୍ତ୍ତିକ ଆର୍ଯ୍ୟନ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଥିବାର ନଜର…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୀପିକା ଏବଂ କାର୍ତ୍ତିକଙ୍କ ମଜାଦାର୍ ଯୁକ୍ତିତର୍କ

ସୋସିଆଲ ମିଡିଆରେ ଦୀପିକା ପାଦୁକୋନ ଖୁବ୍ ଆକ୍ଟିଭ୍ ରହିଥାନ୍ତି। କିଛି ଦିନ ପୂର୍ବରୁ ସେ ପତି ରଣବୀର ସିଂହଙ୍କ ଜନ୍ମ ଦିନ ୱିଶ୍ କରିବା ସହ ତାଙ୍କସହ ଫଟୋ ସେୟାର କରିଥିଲେ। ଏହାପରେ ସେ ଜନ୍ମଦିନ ପରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଦୀପିକା ଚାମଚରେ କେକ୍…

ଭଉଣୀ ସହ ମିଶି ଲୋକଙ୍କୁ ଏହି ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ଆର୍ଯ୍ୟନ, ଇଣ୍ଟରନେଟରେ ଖୁବ ପସନ୍ଦ କଲେ ଲୋକେ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ ଭଉଣୀ କୃତ୍ତିକାଙ୍କ ସହ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯାହାକୁ ଇଣ୍ଟରନେଟରେ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏଥିରେ ଦୁଇଜଣ ଲୋକଙ୍କୁ ନ୍ୟୁ ହ୍ୟାଣ୍ଡ ଇମୋଜି ଚ୍ୟାଲେଞ୍ଜ ଦେଉଛନ୍ତି । କାର୍ତ୍ତିକ ନିଜ ଜଖମ ହାତରେ ଏହି ଚ୍ୟାଲେଞ୍ଜ କରୁଥିବା…