Browsing Tag

kartik month

ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ, ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ପହଞ୍ଚିଲେ ବ୍ରତଧାରୀ

ଆସନ୍ତାକାଲିଠୁ କାର୍ତ୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହା କାର୍ତ୍ତିକ ବ୍ରତ କରିବା ପାଇଁ ବିଭିନ୍ନ ସ୍ଥାନରୁ ହବିଷିଆଳି ଆସୁଛନ୍ତି ପୁରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା ରେ ୩ହଜାରରୁ ଅଧିକ ବ୍ରତଧାରୀ ପଞ୍ଜିକରଣ କରିଛନ୍ତି । ଏଥିପାଇଁ ବିଭିନ୍ନ ହବିଷ୍ୟାଳି…

ଆରମ୍ଭ ହେଉଛି କାର୍ତ୍ତିକ ମାସ, ଯୋଗ ନିଦ୍ରାରେ ଯିବେ ଭଗବାନ ବିଷ୍ଣୁ , ଜାଣନ୍ତୁ କାର୍ତ୍ତିକ ମାସର କ’ଣ ରହିଛି…

ସନାତନ ଧର୍ମରେ କାର୍ତ୍ତିକ ମାସର ଖାସ୍‌ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ଅନୁସାରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ଧରାଯାଏ । ଏହା ଚର୍ତୁମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ ହୋଇଥାଏ । ଏହାଛଡା କାର୍ତ୍ତିକ ମାସରେ ଧନ ଏବଂ ଧର୍ମର ସମ୍ବନ୍ଧ ରହିଥାଏ । ଏହି…

ଅଁଳା ଗଛକୁ ଏହି ବିଧିରେ ପୂଜା କଲେ ହେବ ସବୁ ମନୋସ୍କାମନା ପୂର୍ଣ୍ଣ

ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହାକୁ ନେଇ ଅନେକ ମାନ୍ୟତା ରହିଛି। ଏହିଦିନ ରାଧାରାଣୀଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ। ତେବେ ଏହିଦିନକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ। ଅନ୍ୟ ପକ୍ଷରେ ଆମେ ଏହାକୁ…

କାର୍ତ୍ତିକ ମାସରେ ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ହିନ୍ଦୁ ଧର୍ମରେ ଏହି ମାସର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହି ମାସରେ ଏକାସଙ୍ଗେ ଅନେକ ପର୍ବପର୍ବାଣୀ ମଧ୍ୟ ପଡ଼ୁଛି। ଏଣୁ କେହି କେହି ଏହାକୁ ପର୍ବମାସ ବୋଲି ମଧ୍ୟ କହିଥାନ୍ତି। ତେବେ କାର୍ତ୍ତିକ ମାସର କେବଳ ଧର୍ମ ସହ ନୁହେଁ, ବରଂ ଶରୀର ସହ ମଧ୍ୟ ଏହାର…

କାହିଁକି କାର୍ତ୍ତିକ ମାସରେ ଉଠିଥାଏ ଆକାଶ ଦୀପ, କ’ଣ ରହିଛି ଏହାର ବିଶେଷତ୍ୱ ଜାଣନ୍ତୁ

କାର୍ତ୍ତିକ ମାସରେ ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ଚାଲି ଆସିଛି । କୁହାଯାଏ କାର୍ତ୍ତିକ ମାସ ପରି ମାସ ନାହିଁ କି' ବିଷ୍ଣୁଙ୍କ ପରି ଦେବତା ନାହାନ୍ତି। ବିଭିନ୍ନ ପୁରାଣର ବର୍ଣ୍ଣନା ଅନୁସାରେ, ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକ ମାସରେ ସ୍ନାନ,…

କାର୍ତ୍ତିକ ମାସର ଶେଷ ୫ ଦିନ ପାଳନ କରାଯାଏ ପଞ୍ଚୁକ ପର୍ବ, ଜାଣନ୍ତୁ କ’ଣ ରହିଛି ଏହାର ମାହାତ୍ମ୍ୟ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚୁକ ଭାବେ ପାଳନ କରାଯାଏ । ଏହା ମହାପଞ୍ଚୁକ, ବକପଞ୍ଚୁକ, ଭୀଷ୍ମପଞ୍ଚୁକ ଏବଂ ବିଷ୍ଣୁ ପଞ୍ଚୁକ ଭାବେ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ,…

ଆଜିଠୁ ଆରମ୍ଭ ହେଲା ପବିତ୍ର କର୍ତ୍ତିକ ମାସ, ହବିଷ୍ୟାଳିଙ୍କ ଗହଳିରେ ଫାଟି ପଡିବା କଥା ଶ୍ରୀମନ୍ଦିର କିନ୍ତୁ କରୋନା…

ପୁରୀ(କେନ୍ୟୁଜ୍): ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରେ ହବିଷିଆଳିଙ୍କ ଭିଡ ଜମିଥାଏ । କିନ୍ତୁ ଏବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ହବିଷିଆଳୀଙ୍କୁ ପୁରୀ ଆସିବା ମନା ହୋଇଛି । ତେଣୁ ପୁରୀରେ ହବିଷିଆଳିଙ୍କ ଭିଡ ଦେଖିବାକୁ…