Browsing Tag

kartika brata

ପ୍ରଦୋଷ ବ୍ରତ କରି ପାଆନ୍ତୁ ମା’ ଲକ୍ଷ୍ମୀଙ୍କ କୃପା, ଜାଣନ୍ତୁ କେଉଁଦିନ ପାଳନ କରିବେ ଏହି ବ୍ରତ

ପ୍ରତି ମାସରେ ଦୁଇଥର ପ୍ରଦୋଷ ବ୍ରତ ପାଳନ କରାଯାଏ । ପ୍ରଦୋଷ ବ୍ରତ ପ୍ରତ୍ୟେକ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କୁ ପୂଜା କରାଯାଏ । ପ୍ରଦୋଷ ବ୍ରତ ପାଳନ କରିବା ଦ୍ୱାରା ଜୀବନରେ ସମୃଦ୍ଧି ଏବଂ ଲାଭ ମିଳିଥାଏ । ସୋମବାର ଏବଂ ଶୁକ୍ରବାର ଦିନ ପ୍ରଦୋଷ…

ଆଜିଠାରୁ କାର୍ତ୍ତିକ ବ୍ରତ, ସଂଧ୍ୟାରେ ହବିଷ୍ୟାଳି ଶିବିର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍): ଆଜିଠାରୁ କାର୍ତ୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାକାର୍ତ୍ତିକ ବ୍ରତ କରିବା ପାଇଁ ବିଭିନ୍ନ ସ୍ଥାନରୁ ପୁରୀକୁ ହବିଷ୍ୟାଳି ଆସିଛନ୍ତି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ହବିଷ୍ୟାଳି ଶିବିର ଉଦଘାଟନ କରିବେ ।…

ଓଡିଆଙ୍କ ଅନନ୍ୟ ପରମ୍ପରା ପଞ୍ଚୁକରେ ଦାଣ୍ଡ ଓଳାଇବା ସହିତ ପୁଷ୍କରିଣୀ ନିକଟରେ ଚଉରା ପୂଜା

ଓଡିଆ ପରମ୍ପରାରେ ବାରମାସରେ ତେର ପର୍ବ । ଜଗନ୍ନାଥ ସଂସ୍କୃତି ସହ ଓଡିଆ ଲୋକମାନଙ୍କ ପରମ୍ପରା ଯୋଡି ହୋଇ ରହିଛି । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ରେ ରାଈଦାମୋଦର ପୂଜା କରାଯାଉଥିବା ବେଳେ ଗାଁ ଠୁ ସହର ଯାଏ ଏହି ପୂଜାକୁ ଘରେ ଘରେ ପାଳନ କରିଥାନ୍ତି। କାର୍ତ୍ତିକ ମାସ ର ଶେଷ ପାଞ୍ଚଦିନ…

ଆରମ୍ଭ ହେଉଛି କାର୍ତ୍ତିକ ମାସ, ଯୋଗ ନିଦ୍ରାରେ ଯିବେ ଭଗବାନ ବିଷ୍ଣୁ , ଜାଣନ୍ତୁ କାର୍ତ୍ତିକ ମାସର କ’ଣ ରହିଛି…

ସନାତନ ଧର୍ମରେ କାର୍ତ୍ତିକ ମାସର ଖାସ୍‌ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ଅନୁସାରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ଧରାଯାଏ । ଏହା ଚର୍ତୁମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ ହୋଇଥାଏ । ଏହାଛଡା କାର୍ତ୍ତିକ ମାସରେ ଧନ ଏବଂ ଧର୍ମର ସମ୍ବନ୍ଧ ରହିଥାଏ । ଏହି…

ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜିଉଙ୍କ ଏହି ବେଶକୁ ଭକ୍ତମାନେ…

ପୁରୀ: ଆଜିଠାରୁ କାର୍ତ୍ତିକ ହବିଷ୍ୟାଳୀଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ, ଏମିତି କରନ୍ତୁ ଆବେଦନ

ପୁରୀ(କେନ୍ୟୁଜ୍):କାର୍ତ୍ତିକ ହବିଷ୍ୟାଳୀଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ । ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍‌ ହେବ । ଆବେଦନକାରୀ www.puri.nic.in ସାଇଟ୍‌ରୁ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ [email protected] ରେ ଅନଲାଇନ ବା ଅଫଲାଇନ,…

ଆଜି କାର୍ତ୍ତିକମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି: ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି କାର୍ତ୍ତିକମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ। ଅବକାଶ ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଏହି ବେଶ ଆରମ୍ଭ ହୋଇଥାଏ। ପୁଷ୍ପାଳକ ସେବାୟତମାନେ ଏହି ବେଶ ସମ୍ପାଦନ କରିଥାନ୍ତି। ଆଡିକିଆ…

ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର, କୋଭିଡ୍ କଟକଣା ପାଇଁ ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ୧୪୪ ଧାରା ଜାରି

କେନ୍ଯୁଜ୍: ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର । ହେଲେ ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ତୃତୀୟ ସୋମବାର ପାଇଁ ୧୪୪ ଧାରା ଜାରି କରିଛି ଆଠଗଡ଼…

ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର: ଖାଁ ଖାଁ ପୀଠ, କଟକଣା ଯୋଗୁ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ

ଆଠଗଡ(କେନ୍ଯୁଜ୍): ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ହେଲେ ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଦ୍ୱିତୀୟ ସୋମବାର ପାଇଁ ୧୪୪ ଧାରା ଜାରି କରିଛି…

ଆଜିଠୁ ଆରମ୍ଭ ହେଲା ଧର୍ମର ମାସ କାର୍ତ୍ତିକ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ହବିଷ୍ୟାଳୀଙ୍କୁ ଶ୍ରୀକ୍ଷେତ୍ର ମନା

ପୁରୀ(କେନ୍ଯୁଜ୍): ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ । ଆଜିଠୁ ୧ ମାସ ଧରି ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ପାଳିବେ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ରହିଛି। ପ୍ରତିଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ। ପୁରୀରେ ଭୋରୁ ଭୋରୁ…

ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି, ମାସେ ଧରି ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶରେ ସଜ୍ଜିତ ହେବେ…

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି। ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ। ଏହି ୧ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ…

ଆଜି ପବିତ୍ର କାର୍ତ୍ତିକ ମାସ ସୋମବାର, କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ କରି…

ପୁରୀ: ଆଜି ପବିତ୍ର କାର୍ତ୍ତିକ ମାସର ସୋମବାର । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସମସ୍ତ ନୀତି ଆଜି ଭୋରୁ ଆରମ୍ଭ ହୋଇଛି ।ଭୋର ୫ଟାରେ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୂଙ୍କ ମଙ୍ଗଳ ଆଳତି କରାଯାଇଥିଲା । କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ ଦର୍ଶନ…