Browsing Tag

karwa chauth

ଆଜି କରଓ୍ଵା ଚୌଥ ବ୍ରତ; ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ସ୍ୱାମୀଙ୍କୁ ପୂଜା, ଜାଣନ୍ତୁ ବିଧି…

ଆଜି କରଓ୍ଵା ଚୌଥ ବ୍ରତ। ସୁହାଗିନୀ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଏହି ବ୍ରତ ରଖି ଥାଆନ୍ତି। ରାତିରେ ଚନ୍ଦ୍ର ଦେଖିବା ପରେ ବ୍ରତ ଭଙ୍ଗ କରନ୍ତି। ପୂରା ଦିନଯାକ ଉପବାସରେ ରହିବା ପରେ ରାତିରେ ଚନ୍ଦ୍ର ଉଇଁବାକୁ ବ୍ରତଧାରୀମାନେ ଉତ୍ସୁକତାର ସହ ଅପେକ୍ଷା କରି ଥାଆନ୍ତି। ତେବେ…

କରଓ୍ଵା ଚୌଥରେ ୧୩ ବର୍ଷ ପରେ ପଡ଼ୁଛି ଅଦ୍ଭୁତ ସଂଯୋଗ; ବିବାହିତା ମହିଳାଙ୍କୁ ମିଳିବ ଶୁଭ ଫଳ; ଏହି ଉପାୟରେ କରନ୍ତୁ ପୂଜା

କରଓ୍ଵା ଚୌଥ ବ୍ରତ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହି ଦିନ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ନିର୍ଜଳା ଉପବାସ କରି ଥାଆନ୍ତି ଏବଂ ରାତିରେ ଚନ୍ଦ୍ର ଦର୍ଶନ କରିବା ପରେ କିଛି ଖାଦ୍ୟ ଖାଆନ୍ତି। ଚଳିତ ବର୍ଷ କରଓ୍ଵା ଚୌଥ ବ୍ରତ ଅକ୍ଟୋବର…

କରଓ୍ଵାଚୌଥରେ ମ୍ୟାଚିଙ୍ଗ ଶାଢୀ, ଚୁଡି ଏବଂ ବିନ୍ଦି ଦେଲେନି ସ୍ୱାମୀ, ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କର ଅଧିକାରକୁ ନେଇ ଅତ୍ୟନ୍ତ ଗମ୍ଭୀର। ସୂଚନା ମୁତାବକ ରାଜ୍ୟ ସରକାର ମହିଳା ଉତ୍ପୀଡନ ସମ୍ବନ୍ଧିତ ମାମଲାର ଶୀଘ୍‌ର ଶୁଣାଣି ଏବଂ ସମାଧାନ ପାଇଁ ସମସ୍ତ ଥାନାରେ ମହିଳା ହେଲ୍ପ ଡେସ୍କ ସ୍ଥାପିତ କରିଛନ୍ତି। ମହିଳା ଡେସ୍କ…

ଏଥରକ କରଓ୍ଵାଚୌଥ୍‌ରେ ପଡ଼ୁଛି ୪ ରାଜଯୋଗ ସହ ଅଧଡଜନ ଶୁଭ ଯୋଗ, ଗତ ୧୦୦ ବର୍ଷରେ ପଡ଼ୁଛି ଏଭଳି ଗ୍ରହ ସ୍ଥିତି

ଚଳିତବର୍ଷ କରଓ୍ଵାଚୌଥ୍‌ରେ ୪ଟି ରାଜଯୋଗ ସହ ପ୍ରାୟ ଅଧଡଜନ ଶୁଭଯୋଗ ପଡ଼ୁଛି। ଜ୍ୟୋତିଷଙ୍କ କହିବାନୁସାରେ ଏହା ପୂର୍ବରୁ କରଓ୍ଵାଚୌଥରେ ଏତେ ଶୁଭ ଯୋଗ ଗତ ୧୦୦ ବର୍ଷ ଭିତରେ ପଡ଼ିନାହିଁ। ୪ ନଭେମ୍ବର ବୁଧବାର କରଓ୍ଵାଚୌଥ ଅର୍ଥାତ୍‌ ସୌଭାଗ୍ୟ ପର୍ବରେ ଶିବ, ଅମୃତ ଓ ସର୍ବାର୍ଥସିଦ୍ଧି ଯୋଗ ପଡ଼ୁଛି।…

ନିକ୍‌ଙ୍କ ପାଇଁ କରଓ୍ଵା ଚୌଥ କଲେ ପ୍ରିୟଙ୍କା, ଫଟୋ ସେୟାର ପରେ ଏମିତି କହିଲେ ୟୁଜର

ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ। ଚଳିତବର୍ଷ ସେ ବିଦେଶରେ ହିଁ କରଓ୍ଵା ଚୌଥ ପାଳନ କରିଛନ୍ତି। ଗତବର୍ଷ ମଧ୍ୟ ସେ ନିକ୍‌ଙ୍କ ପାଇଁ ବ୍ରତ ରଖିଥିଲେ। ବିବାହ ପରେ ଏହା ପ୍ରିୟଙ୍କାର ପ୍ରଥମ କରଓ୍ଵା ଚୌଥ ଥିଲା। ଏ ଅବସରରେ ସେ ଲାଲ୍‌ ରଙ୍ଗର ଶାଢ଼ି ଓ ଚୂଡା ପିନ୍ଧିଥିଲେ। ସେ ନିକ୍‌ଙ୍କ ନାଁରେ…

ତିନି ଭଉଣୀଙ୍କର ଗୋଟିଏ ବର, ଏପରି ପାଳିଲେ କରଓ୍ଵାଚୌଥ

ପୁରା ବିଶ୍ୱରେ ବିବାହିତ ମହିଳାମାନେ ଗତ ଗୁରୁବାର ଦିନ ପତିମାନଙ୍କ ଦୀର୍ଘାୟୁ ପାଇଁ କରଓ୍ଵାଚୌଥର ବ୍ରତ ରଖିଥିଲେ। ଏହି ଦିନ ପତ୍ନୀମାନେ ବ୍ରତ ରଖି ରାତିରେ ଚାନ୍ଦ ଦେଖିବା ପରେ ଜଳ ଗ୍ରହଣ କରିଥାନ୍ତି। କିନ୍ତୁ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଗୋଟିଏ ପରିବାରର ତିନି ଭଉଣୀ ଭିନ୍ନ ଢଙ୍ଗରେ…