କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରେ ହମଲା, ୪ ସହିଦ
କାଶ୍ମୀରରେ ବଢ଼ୁଛି ଆତଙ୍କୀ ହମଲା । ଡୋଡାରେ ୪ ସୁରକ୍ଷାକର୍ମୀ ସହିଦ । ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ଜଣେ ଆର୍ମୀ ଅଫିସର ଓ ୩ ଯବାନ। ଗତକାଲି ରାତିରେ ଡୋଡା ସହରଠାରୁ ୫୫ କିଲୋମିଟର ଦୂର ଦେସା ଜଙ୍ଗଲ ଇଲାକାରେ ସ୍ପେସାଲ ଅପରେସନ ଗ୍ରୁପ ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ଜଏଣ୍ଟ…