Browsing Tag

kathajodi

କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁଲେ ମହିଳା: ଦଉଡି ସାହାଯ୍ୟରେ ଉଦ୍ଧାର କଲେ ସ୍ଥାନୀୟ ଲୋକ

କଟକ(କେନ୍ୟୁଜ୍): ନଦୀକୁ ଡେଇଁଲେ ମହିଳା। କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁ ପଡ଼ିଥିଲେ ଜଣେ ମହିଳା। ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ପ୍ରୟାସ କରିଥିଲେ। ଏକ ଦଉଡ଼ି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କେଉଁ କାରଣରୁ ମହିଳା ଜଣକ ନଦୀକୁ ଡେଇଁଥିଲେ ତାର କାରଣ…

କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଦୀର୍ଘ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର(କେନ୍ଯୁଜ୍): କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। କଟକ କାଠଯୋଡ଼ି ପୋଲରୁ ନଦୀକୁ ଡେଇଁଲେ ଯୁବକ। ଯୁବକ ଜଣକ ପୋଲ ଉପରେ ଗାଡି ରଖି ପାଣି ଭିତରକୁ ଡେଇଁ ପଡିଥିଲେ। ଯୁବକ ଜଣଙ୍କ ନାଁ ତପନ କୁମାର। ତାଙ୍କ ଘର ଭୁବନେଶ୍ୱର ଖାରବେଳନଗରରେ। ଗତକାଲି ସଂନ୍ଧ୍ୟାରେ ତପନ ଘରୁ ବାହାରି…

ସୁରକ୍ଷା ଖୋଜୁଛି କାଠଯୋଡ଼ି ନଦୀ ପୋଲରେ ସୁରକ୍ଷା ଦେଉଥିବା ବାଡା, କର୍ତ୍ତୃପକ୍ଷଙ୍କ ନଜରକୁ କରିଛି ଅପେକ୍ଷା

କେନ୍ୟୁଜ୍(ବ୍ୟୁରୋ): ସୁରକ୍ଷା ପାଇଁ ଥିବା କାଠଯୋଡି ପୋଲର ବାଡା ଏବେ ସୁରକ୍ଷା ଖୋଜୁଛି। ଦୀର୍ଘଦିନ ହେବ ଅବହେଳିତ ହୋଇ ଭଗ୍ନ ଅବସ୍ଥାରେ ମଧ୍ୟ ଲୋକଙ୍କ ସୁରକ୍ଷା ପାଇଁ ଦଣ୍ଡାୟମାନ ହୋଇ ରହିଛି କାଠଯୋଡି ନଦୀ ପୋଲର ବାଡା। ପ୍ରତିଦିନ ଶହ ଶହ କଟକ ଆଗନ୍ତୁକଙ୍କୁ ସୁରକ୍ଷା ଦେଉଛି ଏହି ବାଡା।…