ସଲମାନ ଓ କ୍ୟାଟ୍ରିନାଙ୍କ ଟାଇଗର-୩ ପୋଷ୍ଟର ରିଲିଜ୍, ଏଥର ଇଦ୍ ନୁହେଁ ଦୀପାବଳିରେ କରିବେ ଧମାଲ
ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ କାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’କୁ ଦର୍ଶକମନେ ବହୁତ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ଫିଲ୍ମର ନିର୍ମାତା ସଂସ୍ଥା ଏହାର ପୋଷ୍ଟର ଏବଂ ରିଲିଜ୍ ତାରିଖ ଘୋଷଣା କରିଛନ୍ତି।
ଏହା ଭିତରେ କାଟ୍ରିନା…