ଶୁଭେଚ୍ଛା … ପୁତ୍ର ସନ୍ତାନକୁ ଜନ୍ମ ଦେଲେ କ୍ୟାଟ୍ରିନା କୈଫ୍, ଦମ୍ପତି ସେୟାର କଲେ ଖୁସି ଖବର
ବଲିଉଡର ଲୋକପ୍ରିୟ ଦମ୍ପତି କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି କ୍ୟାଟ୍ରିନା । ଏହି ଦମ୍ପତି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ପୋଷ୍ଟରେ ଲେଖିଛନ୍ତି, "ବ୍ଲେସଡ୍ ଓମ୍ ।" କ୍ୟାପସନ ସହିତ…