Browsing Tag

Katrina Kaif and Vicky Kaushal Wedding

କ୍ୟାଟ୍ରିନା ଗର୍ଭବତୀ ଥିବା ଖବର ଗୁଜବ, ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବାରୁ ଲାଇମଲାଇଟରୁ ଗାଏବ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛିଦିନ ହେଲାଣି ଲାଇମଲାଇଟରୁ ଦୂରେଇ ରହିଛନ୍ତି । କ୍ୟାଟ୍ରିନା କିଛିଦିନ ଲାଇମଲାଇଟରୁ ଦୂରେଇ ରହିବାରୁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହି ଚର୍ଚ୍ଚାରେ ବ୍ରେକ ଲଗାଇଛନ୍ତି କ୍ୟାଟ୍ରିନା । ଖବର ମୁତାବକ, କ୍ୟାଟ୍ରିନା ନିଜ ଅପକମିଂ…

ହନିମୁନରୁ ଫେରିବା ପରେ ମେହେନ୍ଦୀ ଫଟୋ ସେୟାର କଲେ କ୍ୟାଟ୍ରିନା, ଏବେ ଫ୍ୟାନ୍ସ ଖୋଜୁଛନ୍ତି ବିକ୍କିଙ୍କ ନାମ

ବଲିଉଡର ନବ ବିବାହିତ ଦମ୍ପତ୍ତି କ୍ୟାଟ୍ରିନା କୈଫ୍‌ ଓ ବିକ୍କି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି। ଦୁହେଁ ରାଜସ୍ଥାନରୁ ବିବାହ ସାରି ମୁମ୍ବାଇ ଫେରି ଆସିଛନ୍ତି । ବର୍ତ୍ତମାନ ଦୁହେଁ ତାଙ୍କର ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି । ବିବାହ ପରେ ଦୁହେଁ ବିବାହ ସହ ଜଡିତ ଅନେକ ଫଟୋ…

ପୂର୍ବ ବୟଫ୍ରେଣ୍ଡଙ୍କ ଠାରୁ କ୍ୟାଟ୍ରିନା କୈଫ୍ ପାଇଛନ୍ତି କୋଟିଏ ଟଙ୍କାର ୱେଡିଂ ଗିଫ୍ଟ, ଜାଣନ୍ତୁ ସଲମାନ ଓ ରଣବୀର…

୨୦୨୧ ମସିହାର ସବୁଠୁ ବଡ଼ ବିବାହ ଅର୍ଥାତ୍ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ନିକଟରେ ଶେଷ ହୋଇଛି। ବେଶ୍ ରାଜକୀୟ ଅନ୍ଦାଜରେ ଏହି ବିବାହ ରାଜସ୍ଥାନର ଯୋଧପୁରର ଏକ ଦୁର୍ଗରେ ସମ୍ପନ୍ନ ହୋଇଛି। ଏହି ବାହାଘରରେ ସବୁ କିଛି ରୟାଲ ଥିଲା। ଏଣୁ ଏହାକୁ ୨୦୨୧ ମସିହାର ସବୁଠୁ ଧନୀ ବିବାହ…

ବାହାଘର ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଲେ ବିକ୍କି ଏବଂ କ୍ୟାଟ୍ରିନା, ଭିଡ଼ରେ କ୍ୟାଟ୍ରିନାଙ୍କୁ ଏମିତି ସମ୍ଭାଳିଲେ…

ବଲିଉଡର ନବବିବାହିତ ଯୋଡି ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ବାହାଘର ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଛନ୍ତି। ଦୁହେଁ ବହୁତ ଖୁସି ଥିବା ନଜର ମଧ୍ୟ ଆସିଛନ୍ତି। କ୍ୟାଟ୍ରିନା ଓ ବିକ୍କି ପରସ୍ପରର ହାତ ଧରିଥିବା ନଜର ଆସିଛନ୍ତି। କ୍ୟାଟ୍ରିନା ଗୋଲାପୀ ରଙ୍ଗର ସୁଟ୍‌, ହାତରେ ଚୂଡା ଏବଂ…

ଆସନ୍ତା ବର୍ଷ OTT ପ୍ଲାଟଫର୍ମରେ ରିଲିଜ୍‌ ହେବ ଭିକ୍କି-କ୍ୟାଟ୍ରିନାଙ୍କ ବିବାହ, ଆମାଜନ ପ୍ରାଇମ୍‌ ସହ ୮୦ କୋଟିର…

ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଏକ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି। ଏହି ଚର୍ଚ୍ଚିତ ଯୋଡ଼ି ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ବଲିଉଡ୍‌ର ନୂଆ ପାୱାର୍ କପଲ୍‌ ହୋଇ ଯାଇଛନ୍ତି। ବିବାହର କିଛି ଫଟୋକୁ ଭିକ୍କି ନିଜ ସୋସିଆଲ ମିଡିଆ…

ସାତ ଜନ୍ମର ସାଥି ହୋଇଗଲେ କ୍ୟାଟ୍ରିନା ଏବଂ ବିକ୍କି, ପ୍ରାଇଭେସୀ ରଖିବା ପରେ ସାମ୍ନାକୁ ଆସିଲା ଫଟୋ

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିକ୍କି ଏବଂ କ୍ୟାଟ୍ରିନା। ଅନ୍ତ ହେଲା ଫ୍ୟାନ୍ସ ମାନଙ୍କର ଅପେକ୍ଷା । ବହୁ ପ୍ରତିକ୍ଷା ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବିକ୍କି ଏବଂ କ୍ୟାଟ୍ରିନା। ବଲିଉଡ୍‌ର ବହୁ ଚର୍ଚ୍ଚିତ କ୍ୟାଟ୍ରିନା ଏବଂ ବିକ୍କିଙ୍କ ବିବାହର ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ…

ଆଜି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାହାଘର, ଏହି ସମୟରେ ପଡ଼ିବ ହାତଗଣ୍ଠି

ଆଜି ବାଜିବ ସେହନାଇ। ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ। ଡିସେମ୍ବର ୯ ଅର୍ଥାତ୍‌ ଆଜି ଏହି ଦୁଇ ଜଣ ବିବାହ କରୁଛନ୍ତି। ବେଶ୍‌ ହାଇପ୍ରୋଫାଇଲ୍‌ର ଏହି ବିବାହ ଉପରେ ଫ୍ୟାନ୍‌ମାନେ ଲଗାତାର ନଜର ରଖିଛନ୍ତି। ବିବାହରେ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ଷ୍ଟାରଙ୍କ…

କ’ଣ ଆମକୁ ସେଲ୍ଫି ନେବାକୁ ବି ଦେବ ନାହିଁ; ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ମୋବାଇଲ ବ୍ୟାନ୍‌କୁ ନେଇ ରାଗିଗଲେ ଏହି…

ବଲିଉଡ୍‌ର ଜଣାଶୁଣା ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି। ପ୍ରତିଦିନ ଦୁଇଜଣଙ୍କ ବିବାହକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏତିକି ନୁହେଁ, ଭିକ୍କି-କ୍ୟାଟ୍‌ଙ୍କ ବିବାହରେ ସାମିଲ ହେବା ଉପରେ ମଧ୍ୟ ଅନେକ ନିୟମ କରାଯାଇଛି।…

ଜୟପୁର ରୟାଲ ୱେଡିଂକୁ ଯିବା ପୂର୍ବରୁ ବାହା ହୋଇଯିବେ ବିକ୍କି ଓ କ୍ୟାଟ୍ରିନା ! ସିକ୍ରେଟ ପ୍ଲାନ୍‌ ହେଲା ଲିକ୍‌

ବଲିଉଡରେ ଏବେ ବିବାହ ଋତୁ ଚାଲିଛି। ରାଜକୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ପରେ ଏବେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ବିବାହ ଦିନ ଯେତେ ପାଖେଇ ଆସୁଛି ଖବରକୁ ନେଇ ସେତେ ନୂଆ ଅପଡେଟ୍ ଆସୁଛି । ଦୁହେଁ ଜୟପୁରରେ ଗ୍ରାଣ୍ଡ ଅନ୍ଦାଜରେ ବିବାହ କରିବେ।…