ମାଲଦ୍ୱୀପ ବିଚ୍ରେ ମସ୍ତି ମୁଡ୍ରେ କ୍ୟାଟ୍ରିନା କୈଫ୍, ସେୟାର କଲେ ହଟ୍ ସିଜଲିଂ ଫଟୋ
ବିବାହ ପରେ ମାଲଦ୍ୱୀପ ଯାତ୍ରା କରିଛନ୍ତି ବଲିଉଡ୍ର ନୂଆ ବୋହୂ କ୍ୟାଟ୍ରିନା କୈଫ୍। ମାଲଦ୍ୱୀପରେ ଏନ୍ଜୟ କରୁଥିବା ବେଳର ଏକ ଫଟୋକୁ କ୍ୟାଟ୍ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ସେ କାଜୁଆଲ ଗେଟ୍ଅପ୍ରେ ନଜର ଆସିଛନ୍ତି। ସେ ବିକିନୀ ଟପ୍ ଉପରେ ଏକ…