ନିଜ ବାହାଘରରେ ସଲମାନ୍ଙ୍କୁ ନିମନ୍ତ୍ରଣ କରିନାହାନ୍ତି କ୍ୟାଟ୍ରିନା, ସ୍ପଷ୍ଟ କଲେ ଭଉଣୀ ଅର୍ପିତା
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲ। ରାଜସ୍ଥାନରେ ଏହି ସେଲିବ୍ରିଟି ଯୋଡ଼ି ରୟାଲ ବିବାହ କରିବେ। ଏଥିପାଇଁ ଅତିଥିମାନେ ବି ରାଜସ୍ଥାନରେ ପହଞ୍ଚି ସାରିଲେଣି। ତେବେ ଇତି ମଧ୍ୟରେ ଶୁଣିବାକୁ ମିଳୁଛି ଯେ କ୍ୟାଟ୍ରିନା ତାଙ୍କ ବିବାହରେ ସଲମାନ୍ ଖାନ୍ କିମ୍ବା…