Browsing Tag

katrina kaif

କରନଙ୍କ ଶୋ ‘କଫି ଉଇଥ କରନ’ ରେ ନଜର ଆସିବେ କ୍ୟାଟ୍ରିନା, ହେଲେ ସାଙ୍ଗରେ ଆସିବେନି ବିକ୍କି କୌଶଲ

କରନ ଜୋହରଙ୍କ ରିଆଲିଟ ଶୋ ‘ କଫି ଉଇଥ କରନ ୭’ରେ ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି। ଶୋ’ର ପୂର୍ବ ଏପିସୋଡରେ ଲାଇଗର ଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଆସିଥିଲେ। ଏହି ଏପିସୋଡରେ ବଲିଉଡ ସେଲିବ୍ରିଟିଙ୍କ ରିଲେସନସିପକୁ ନେଇ ଅନେକ ସିକ୍ରେଟ ବିଷୟରେ କହିଥିଲେ। ତେବେ ଏହା…

ଚାଲାକି କରି କ୍ୟାଟ୍ରିନାଙ୍କ ବେବି ବମ୍ପକୁ ଲୁଚାଉଛନ୍ତି ଭିକ୍କି! ସାମ୍ନାକୁ ଆସିଲା ପ୍ରାଇଭେଟ୍‌ ଫଟୋ

କ୍ୟାଟ୍ରିନା କୈଫ୍‌ ବର୍ତ୍ତମାନ ମାଲଦ୍ୱୀପରେ ଅଛନ୍ତି ଓ ଜନ୍ମଦିନର ଛୁଟି ମନାଉଛନ୍ତି। ଇତି ମଧ୍ୟରେ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି। କ୍ୟାଟ୍ରିନାଙ୍କ ଜନ୍ମ ଦିନର କେତେକ ଫଟୋ ଏବେ ଭାଇରାଲ ହେଉଛି। ଏହି ଫଟୋକୁ ଦେଖିଲେ ଲାଗୁଛି, ସତେ ଯେମିତି ସେ କିଛି ଲୁଚାଉଛନ୍ତି। ଏବେ କ୍ୟାଟ୍ରିନା…

କ୍ୟାଟ୍ରିନାଙ୍କ ଭାଇକୁ ଡେଟ୍‌ କରୁଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ, ମାଳଦ୍ୱୀପ ଫଟୋ ହେଉଛି ଭାଇରଲ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାଳଦ୍ୱୀପରେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି। କ୍ୟାଟ୍ରିନାଙ୍କ ଜନ୍ମଦିନରେ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା। ଭାଇରଲ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ତଥା ଅଭିନେତା ବିକି, ସନ୍ନି କୌଶଲ,…

ଅବିକଳ କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଛନ୍ତି ଏହି ମଡେଲ, ସୋସିଆଲ ମିଡିଆରେ ଛାଇ ରହିଛି ତାଙ୍କ ଜଲୱା

ଅନେକ ସମୟରେ ଦେଖାଯାଏ ବଲିଉଡ ଷ୍ଟାର ମାନଙ୍କର ଅବିକଳ ନକଲ ସାମ୍ନାକୁ ଆସନ୍ତି । କିନ୍ତୁ ଏମାନେ କେବଳ ମାତ୍ର ସୋସିଆଲ ମିଡିଆରେ ହିଁ ହିଟ ହୋଇଥାନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ କମ ଜଣ ଏମିତି ଥିବେ ଯେଉଁମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବେ । ଅବଶ୍ୟ ଆଜିକାଲି ସୋସିଆଲ…

ବଲିଉଡ୍‌ରେ କରୋନା ବିସ୍ଫୋରଣ! ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ରିପୋର୍ଟ ପିଜିଟିଭ…

ସାରା ଦେଶରେ ଏବେ ପୁଣିଥରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ କରୋନା ଭାଇରସ୍‌ କବଳକୁ ଆସୁଛନ୍ତି। ନିକଟରେ ଆଦିତ୍ୟ ରୟ କପୁର କରୋନାରେ ସଂକ୍ରମିତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ ଓ ଅଭିନେତ୍ରୀ…

ବାହାଘର ପରେ କ୍ୟାଟ୍ରିନାଙ୍କ ସହ ପ୍ରଥମ ଜନ୍ମ ଦିନ ପାଳିଲେ ଭିକ୍କି କୌଶଲ, ଫଟୋ ସେୟାର କରି କଲେ ମଜାଳିଆ କମେଣ୍ଟ

ବି-ଟାଉନ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ। ବିବାହ ପରଠାରୁ ହିଁ ଉଭୟେ ପରସ୍ପର ପ୍ରତି ପ୍ରେମ ଦେଖାଉଥିବା ଦେଖିବାକୁ ମିଳୁଛି। ଏମିତି କୌଣସି ଉତ୍ସବ ନାହିଁ, ଯେବେ କ୍ୟାଟ୍ରିନା ନିଜ ସୋସିଆଲ ମିଡିଆରେ ସ୍ୱାମୀଙ୍କ ସହ ଫଟୋ ସେୟାର କରି ନଥିବେ। ଆଜି…

ସ୍ୱିମିଂ ପୁଲ୍‌ରେ ରୋମାଣ୍ଟିକ୍‌ ହୋଇ ଗାଧୋଇଲେ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ…ୟୁଜର ନେଲେ ମଜା

କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ ବଲିଉଡ୍‌ର ଫେମସ୍‌ କପଲ୍‌। ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନମାନେ ସବୁବେଳେ ଚାହିଁ ବସିଥାଆନ୍ତି। ଏମିତିରେ ଏବେ କ୍ୟାଟ୍ରିନା ଫ୍ୟାନମାନଙ୍କ ଇଚ୍ଛାକୁ ପୂରା କରିବା ପାଇଁ ଭିକ୍କିଙ୍କ ସହ ନିଜର ଏକ ରୋମାଣ୍ଟିକ୍‌ ଫଟୋ ସୋସିଆଲ ମିଡିଆରେ ସେୟାର…

ମା’ଙ୍କ ୭୦ତମ ଜନ୍ମଦିନ ପାଳନ କଲେ କ୍ୟାଟ୍ରିନା କୈଫ୍‌; ପ୍ରଥମ ଥର ସାମ୍ନାକୁ ଆସିଲେ ୭ ଭଉଣୀ ଓ ଭାଇ…ଦେଖନ୍ତୁ ଫଟୋ

କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ଏମିତି ଜଣେ ଅଭିନେତ୍ରୀ, ଯିଏ ନିଜ ଅନ୍ଦାଜରେ ଫ୍ୟାନମାନଙ୍କୁ ଦିଓ୍ଵାନା କରି ଦିଅନ୍ତି। ଯେବେ ଠାରୁ କ୍ୟାଟ୍ରିନା କୈଫ୍‌ଙ୍କର ବିବାହ ହୋଇଛି, ସେବେ ଠାରୁ ଫ୍ୟାନମାନେ ତାଙ୍କର ପ୍ରତ୍ୟେକ ପୋଷ୍ଟ୍‍କୁ ଉତ୍ସାହର ସହିତ ଅପେକ୍ଷା କରି ରହୁଛନ୍ତି। ବିବାହ ପରେ ଶାଶୁଘର…

କ’ଣ ଗର୍ଭବତୀ ଅଛନ୍ତି କ୍ୟାଟ୍ରିନା କୈଫ୍‌? ଏୟାରପୋର୍ଟ ଲୁକ୍‌ ଦେଖି ଲୋକେ କଲେ ସନ୍ଦେହ

ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ବିବାହର ତୁରନ୍ତ ପରେ କାମରେ ବିଜି ହୋଇ ଯାଇଥିଲେ। ଅନେକ ଦିନ ପରେ ନିକଟରେ ସେମାନେ ଛୁଟି କଟାଇବାକୁ ଯାଇଥିଲେ। ତେବେ ଏହାରି ଭିତରେ କ୍ୟାଟ୍ରିନା ଗତ ସୋମବାର ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍‌ ହୋଇଥିଲେ। ଏହି ସମୟରେ ସେ ଟ୍ରାଡିସନାଲ୍‌ ଲୁକ୍‌ରେ ନଜର…

ଆଖିରେ ଆଖିଏ ନିଦ ତଥାପି ଓଠରେ ହସ, ଭିକ୍କିଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ କ୍ୟାଟ୍ରିନା କୈଫ୍‌

ବଲିଉଡ୍‌ର ନବ ବିବାହିତ ଯୋଡ଼ି କ୍ୟାଟ୍ରିନା ଓ ଭିକ୍କି କୌଶଲ ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜ ଭଲ ପାଇବା ଦର୍ଶାଇଥାନ୍ତି। ଏହି ଦୁଇ ସେଲିବ୍ରିଟିଙ୍କ ଫଟୋକୁ ଫ୍ୟାନ୍‌ମାନେ ବି ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ଦର୍ଶକଙ୍କ ଏତେ ମାତ୍ରାରେ ଭଲ ପାଇବା ଦେଖି ଏବେ ଭିକ୍କି ଓ…

ବିବାହ ପରେ ବିକି ନୁହେଁ ବିଜୟ ସେତୁପତୀଙ୍କ ହାତ ଧରିଲେ କ୍ୟାଟ୍ରିନା, ଜାଣନ୍ତୁ କାହିଁକି

ଗତ କିଛିଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ। କ୍ୟାଟ୍ରିନା ବାହା ହେବା ପରେ ଆଗାମୀ ଫିଲ୍ମର ଘୋଷଣା କରିଦେଇଛନ୍ତି। କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଫିଲ୍ମରେ କ୍ୟାଟ୍ରିନା ପ୍ରଥମ ଥର ପାଇଁ ବିଜୟ…

ଶାଶୁ ମା’ଙ୍କ କୋଳରେ ବସି ଗେଲ ହେଉଛନ୍ତି କ୍ୟାଟ୍ରିନା, ଫଟୋ ସେୟାର କଲେ ଭିକ୍କି କୌଶଲ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଲିଉଡ୍‌ ଅଭିନେତା ଭିକ୍କି କୌଶଳ ନିଜ ଇନ୍‌ଷ୍ଟାଗ୍ରାମ୍‌ ସ୍ତ୍ରୀ କ୍ୟାଟ୍ରିନା କୈଫ୍‌ ଓ ମା’ ବୀଣା କୌଶଲଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଶାଶୁ- ବୋହୂଙ୍କର ଏହି ଫଟୋରେ ବୀଣା କ୍ୟାଟ୍ରିନାଙ୍କୁ କୋଳେଇ ନେଉଥିବା ଦେଖାଯାଇଛି। ଉଭୟେ ଫଟୋରେ ମନ ଖୋଲା…