Browsing Tag

kaudia death

୨୨ ଘଣ୍ଟା ପରେ ସାଳିନ୍ଦୀରେ ଭାସି ଯାଇଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର

ସୋର (କେନ୍ୟୁଜ) : ସାଳିନ୍ଦୀ ନଦୀରେ ଭାସି ଯାଇଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ବହୁ ଖୋଜାଖୋଜି କରିବାର ୨୨ ଘଣ୍ଟା ପରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଦମକଳବାହିନୀ। ଉଦ୍ଧାର ହୋଇଥିବା କାଉଡ଼ିଆ ହେଲେ ସାନଜୟୀପୁର ଗ୍ରାମର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁ ।…

ଶ୍ରାବଣର ଶେଷ ସୋମବାର ହେଲା ଶେଷ ଦିନ: ମହାନଦୀ ଗଡ଼ଗଡ଼ିଆ ଘାଟରେ ବୁଡି ବୋଲବମ ଭକ୍ତ ମୃତ

କଟକ(କେନ୍ୟୁଜ୍): ଶ୍ରାବଣର ଶେଷ ସୋମବାର ହେଲା ଶେଷ ଦିନ । ମହାନଦୀ ଗଡ଼ଗଡ଼ିଆ ଘାଟରେ ବୁଡି ବୋଲବମ ଭକ୍ତ ମୃତ । ମୃତକ ହେଲେ ଦେବବ୍ରତ ସାମଲ । ସେ ଭୋର ୩ ଟାରେ ସାଙ୍ଗମାନଙ୍କ ସହ ମିଶି ଧବଳେଶ୍ୱରରେ ଜଳାଭିଷେକ କରିବାକୁ ଯାଇଥିଲେ । ମହାନଦୀରେ ବୁଡ ପକେଇ ପାଣି ଉଠାଉଥିବା ବେଳେ ଗଡ଼ଗଡ଼ିଆ ଘାଟରେ…

ଶ୍ରାବଣ ସୋମବାରରେ ଅଘଟଣ : ଟ୍ରେନରେ କଟିଗଲେ ୪ କାଉଡ଼ିଆ

ରାଉରକେଲା : ଶ୍ରାବଣ ସୋମବାରରେ ଅଘଟଣ। ମହାଦେବଙ୍କୁ କରିପାରିଲେନି ଜଳଲାଗି । ଟ୍ରେନରେ କଟିଗଲେ ୪ ଜଣ କାଉଡ଼ିଆ। ରାଉରକେଲା ପାନପୋଷ ନିକଟରେ ରେଳ ଧାରଣାରେ କଟି ୪ଜଣ କାଉଡ଼ିଆ ପ୍ରାଣ ହରାଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର। ମହାଦେବଙ୍କୁ ଜଲଲାଗି ପାଇଁ ୭ଜଣ ଭିଲାଇରୁ ବେଦବ୍ୟାସ ଆସୁଥିଲେ…