ଏହି ସ୍ଥାନରେ ଥରେ ଶୋଇଲେ ଆଉ ଉଠିପାରନ୍ତି ନାହିଁ ଲୋକ, ଜାଣନ୍ତୁ କଣ ରହଛି ଏହାର କାହାଣୀ
ଦୁନିଆରେ ଅନେକ ରହସ୍ୟ ରହିଛି । ଯେଉଁଥିରୁ କିଛିଟା ଲୋକଙ୍କ ସାମ୍ନାକୁ ଆସିଛି ତ ଆଉ କିଛି ଏବେ ବି ରହସ୍ୟ ହୋଇ ରହିଛି । ବୈଜ୍ଞାନିକମାନେ ବି ଏପରି ରହସ୍ୟର କାରଣ ଜାଣିବାରେ ସଫଳ ହୋଇନାହାନ୍ତି । ଏପରି ଏକ ଅଜବ ମାମଲା ୬ ବର୍ଷ ପୂର୍ବେ କଜାଖସ୍ତାନରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଭୂତ ଓ…