ପୁଅ ଅଭିଷେକ ବଚ୍ଚନଙ୍କ ଜୋତା ପିନ୍ଧିଲେ ଅମିତାଭ ବଚ୍ଚନ! କଣ ରହିଛି କାରଣ ଜାଣନ୍ତୁ ..
ବଲିଉଡର ସେହେନସା ହେଉଛନ୍ତି ମହାନାୟକ ଅମିତାଭ ବଚ୍ଚନ । ନିକଟରେ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କ ପତ୍ନୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ସହ ବିବାହ ବିଛେଦକୁ ନେଇଁ ବିଭିନ୍ନ ଖବର ସାମନାକୁ ଆସିଥିଲା । ଏହାରି ଭିତରେ ଅଭିନେତା ଅଭିଷେକ ବଚ୍ଚନଙ୍କ ଆଗକୁ ଆସୁଥିବା ଫିଲିମ ଆଇ ୱାଣ୍ଟ ଟୁ ଟକ ର…