Browsing Tag

kendrapada

Murder Allegation: ଘରୁ ଡାକି ନେଇ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ, ଘଟଣାରେ ୨ ଜଣ ଅଟକ

କେନ୍ଦ୍ରାପଡା : ଘରୁ ଡାକି ନେଇ ସାଙ୍ଗକୁ ହତ୍ୟା ଅଭିଯୋଗ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ତରଜଙ୍ଗା ଗାଁର ଅମର ଜିତ କରଙ୍କୁ ଘରୁ ଡାକି ନେଇ ମାଡ଼ ମାରିବା ସହ ସଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଗତ ୨୯ ତାରିଖ ଦିନ…

Crocodile attack: ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା : ମହିଳାଙ୍କୁ ଟାଣିନେଲା କୁମ୍ଭୀର । ନିଖୋଜ ମହିଳା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି ମହିଳା ନିଖୋଜ ରହିଥିବାରୁ…

ଶିକ୍ଷକ ଅଭାବରୁ ପାଠପଢ଼ା ଠପ୍, ନିଯୁକ୍ତି ଦାବିରେ ଡିଇଓ ଅଫିସ ଘେରିଲେ ଅଭିଭାବକ

କେନ୍ଦ୍ରାପଡା Teacher Recruitment: ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା ।…

ଟ୍ରକକୁ ଧକ୍କାଦେଲା ଟ୍ରକ, ଦୁର୍ଘଟଣାରେ ୩ ମୃତ

କେନ୍ଦ୍ରାପଡା: ଟ୍ରକୁ ଧକ୍କାଦେଲା ଟ୍ରକ । ଦୁର୍ଘଟଣାରେ ୩ ମୃତ । କେନ୍ଦ୍ରାପଡା-କଟକ ଚାନ୍ଦବାଲି ରାସ୍ତା କୁସୁନପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଅଟକି ଥିବା ଟ୍ରକୁକୁ ଏକ ମାଛ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ…

ଚାମେଲି ଘଟଣାକୁ ନେଇ ଜୋରଦାର ରାଜନୀତି

କେନ୍ଦ୍ରାପଡ଼ା : ଚାମେଲି ଘଟଣାରେ ଗରମ ରାଜନୀତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ସାରା ରାଜ୍ୟରେ ଏକ ବଡ଼ ରାଜନୈତିକ ଝଡ଼ର ରୂପ ନେଇଛି। ବିଜେଡି ସୁପ୍ରିମୋ ତଥା…

ରାସ୍ତା କଡରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

କେନ୍ଦ୍ରାପଡା : ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ଡେରାବିଶ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଠାରେ ଏଭଳି ଅଘଟଣ ହୋଇଛି । କେନ୍ଦ୍ରାପଡା ଅଗ୍ନିଶମ  ବିଭାଗରେ କାର୍ଯ୍ୟରତ କର୍ମଚାରୀ । ମୃତ ବ୍ୟକ୍ତି ଶଶି ଶେଖର ପଣ୍ଡା ବୋଲି ଜଣାପଡିଛି  । ମୃତଦେହ ନିକଟରୁ ଏକ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଜୀବନ ହାରିବା ଘଟଣା, ହୋମ ଯଜ୍ଞ କରାଇ କର୍ତ୍ତା ବସିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋମ ଜଜ୍ଞ । ନିଜେ ଜିଲ୍ଲାପାଳ ହୋମରେ କର୍ତ୍ତା ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଜୀବନ ହାରିବା ଘଟଣାର ରହସ୍ୟ ଫିଟୁନି । ତଦନ୍ତ ପାଇଁ ପରିବାର ଲୋକ ଦାବି କରୁଛନ୍ତି । ଏପଟେ କିନ୍ତୁ ପୂଜା କରିବାରେ ବ୍ୟସ୍ଥ ଜିଲ୍ଲାପାଳ ।…

ସାପକାମୁଡା ରୋଗୀଙ୍କ ଚାଲିଗଲା ଜୀବନ, ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅଘଟଣ ଅଭିଯୋଗ

କେନ୍ଦ୍ରାପଡା : ସାପକାମୁଡା ରୋଗୀଙ୍କ ଚାଲିଗଲା ଜୀବନ । କେନ୍ଦ୍ରାପଡା ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏହି ଅଭିଯୋଗ l ଅଭିଯୋଗ ଅନୁଯାୟୀ ଚାରି ଗାଁର ନାରାୟଣ ବେହେରାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ…

ଘର ଆଗରୁ ଲୁଟିନେଲେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନ୍, ତଦନ୍ତ କରୁଛି ପୋଲିସ

କେନ୍ଦ୍ରପଡ଼ା: ବର୍ତ୍ତମାନର ଚୋରି ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ସବୁଦିନ ଯେଉଁଠି ବି ହେଲେ ନିଶ୍ଚିତ ଚୋରି ହୋଇଥିବ । ଘରୁ ହେଉ କିମ୍ବା ବାହାର ସବୁଠି ହୋଇଥାଏ ଚୋରି । କେହି କେହି ବନ୍ଧୁକ ଦେଖାଇ ଲୁଟୁଛନ୍ତି ତ ଆଉ କେହି କଳା କପଡ଼ା ଘୋଡ଼ାଇ ହୋଇ ଲୁଟୁଛନ୍ତି । ଏହିଭଳି ଏକ ଘଟଣା…

ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲା  ୩ ବଖରା ଚାଳଛପର ଘର

କେନ୍ଦ୍ରାପଡା : ଜଳିଗଲା ଗୁହାଳ ଘର ସହିତ ତିନି ବଖରା ଚାଳଛପର ଘର । କେନ୍ଦ୍ରାପଡା କରିଲୋପାଟଣା ଗାଁରେ ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଘରେ ଥିବା ସମସ୍ତ ଆସବାବପତ୍ର ନିଆଁରେ ପୋଡି ପାଉଁଶ ହୋଇ ଯାଇଛି । ରାତିରେ ଶୋଇଥିବା ସମୟରେ ଘଟିଥିଲା ଅଗ୍ନିକାଣ୍ଡ । ଅଳ୍ପକେ ରକ୍ଷା…

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୭ ବଖରା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ

କେନ୍ଦ୍ରପଡା: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୭ ବଖରା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ବସନ୍ତପୁର ଗାଁରେ ଅଗ୍ନିକାଣ୍ଡ । ଗାଁର କୁଳମଣି ମଲ୍ଲିକ ଓ ଧୁଳ ମଲ୍ଲିକଙ୍କ ୭ ବଖରା ଚାଳଛପର ଘର ପୋଡି ପାଉଁଶ ହୋଇଯାଇଛି । ଧାନ ଚାଉଳ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ…

ଦୁଇଟି ଘରେ କଳା କନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ଛୁ

କେନ୍ଦ୍ରାପଡ଼ା : ଦୁଇଟି ଘରେ କଳା କନା ବୁଲାଇଲେ ଚୋର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଲୋକାପଡା ଗାଁରେ ସିରିଜ ଚୋରି । ଗତକାଲି ରାତିରେ ଦୁଇ ଜଣଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି । ଘର ଭିତରେ ଥିବା ଆଲମିରା, ବାକ୍ସ ତାଡ଼ି ସୁନାରୂପା ଅଳଙ୍କାର ସହ ଅନ୍ୟାନ୍ୟ…