Browsing Tag

kendrapada news

ଏହି ମନ୍ଦିରରେ ରହିଛି ଏକ ଏଭଳି ପଥର, ଯାହାକୁ କୌଣସି ବି ଭକ୍ତ ଉଠାଇପାରିନଥାନ୍ତି, ଜାଣନ୍ତୁ ଏହି ସ୍ଥାନର ମାହାତ୍ମ୍ୟ

କେନ୍ଦ୍ରପଡା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲକ୍ଷ୍ମୀବରାହ। କିଛି ଦିନ ପୂର୍ବରୁ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି ପ୍ରଭୁଙ୍କ ଜନ୍ମ ଉତ୍ସବ। ଆଉ ଏହି ଉତ୍ସବରେ ସାମିଲ ହୋଇଥିଲେ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ। ଭଜନ କୀର୍ତ୍ତନ ଓ ହରିହାଟରେ କମ୍ପି ଉଠିଥିଲା ସାରା…

ନଡିଆ ଗଛରେ ଆଣ ଛିଟା ! କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଚହଳ

କେନ୍ଦ୍ରାପଡା(କେନ୍ଯୁଜ୍): ଗତ ସନ୍ଧ୍ୟା ସମୟରୁ ଓଡ଼ିଶାର କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଚହଳ ପଡିଛି। ନଡିଆ ଗଛର ପତ୍ରରେ ଧଳା ଧଳା ଦାଗ ଦେଖିବାକୁ ମିଳୁଛି। ଗୁରୁବାର ଓଷାରେ ଯେପରି ମହିଳା ମାନେ ଘର ଆଗରେ ଆଣରେ ଚିତା ଛିଟା ପକାଇଥାନ୍ତି, ସେହିପରି ଚିନ୍ନ ହୋଇଛି। ଏହା କେବଳ ନଡିଆ ଗଛ…

ଗାଁ ଦାଣ୍ଡରେ ବୋହୂକୁ ଗୋଡେଇ ଗୋଡେଇ ପିଟିଲେ ଶାଶୁ ଘର ଲୋକେ, ଭାଇରାଲ୍ ହେଉଛି ଭିଡିଓ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କୋର ଗାଁରେ ଅମାନବୀୟ ଘଟଣା । ଗାଁ ଦାଣ୍ଡରେ ବୋହୂକୁ ପିଟିଲେ ଶାଶୁ ଘର ଲୋକେ । ଗୋଡେଇ ଗୋଡେଇ ପିଟିଲେ ଶାଶୁଘର ଲୋକ । ନବବଧୂକୁ ମାଡ଼ ମାରିବା ଦୃଶ୍ୟ କେନ୍ଦ୍ରାପଡାରେ ଭାଇରାଲ ହେବାରେ ଲାଗିଛି । ଜଣେ ନବ ବିବାହିତା ବୋହୂକୁ ଶାଶୁ ଘରର ସମ୍ପର୍କୀୟ ମାନେ ନିର୍ଧୁମ…