Browsing Tag

kendrapada

ଚନ୍ଦ୍ରୟାନ-୩ ଟିମ୍‌ରେ ଓଡ଼ିଆ ପୁଅ ଶୁଭାଶିଷ: ସଫଳ ଉତ୍‌କ୍ଷେପଣ ଓ ନିର୍ମାଣ ଟିମ୍‌ରେ ରହିଛି ଯୋଗଦାନ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଚନ୍ଦ୍ରୟାନ-୩ ଟିମ୍‌ରେ ଓଡ଼ିଆ ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁର ଯୁବକ ଶୁଭାଶିଷ ସାମଲ ଚନ୍ଦ୍ରୟାନ-୩ରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି । ଶୁଭାଶିଷ ଦୋହଳିସ୍ଥିତ ବିବି ମଡେଲ୍‌ ହାଇସ୍କୁଲରୁ ୨୦୦୯ରେ ମାଟ୍ରିକ୍‌ ପାସ କରିଥିଲେ ।…

ପୁଣି ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ମାସେ ଭିତରେ ଗଲାଣି ୩ ଜୀବନ

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ଜଣେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତରେ ଅଘଟଣ । ଘଗରାଡିଆର ଗଙ୍ଗାଧର ତରାଇ ଶୌଚ ପାଇ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଛି । ଚିତ୍କାର କରିବା…

5T ସଚିବଙ୍କ ସ୍କୁଲ ପରିଦର୍ଶନ, ପାଠପଢା ନେଇ ପିଲାଙ୍କ ସହ କଲେ ଆଲୋଚନା

କେନ୍ଦ୍ରାପଡା (କେନ୍ୟୁଜ): ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଆଜି ଦ୍ୱିତୀୟ ଦିନରେ କେନ୍ଦ୍ରାପଡ଼ା ରାଜନଗର ଧାନଦିଆ ଠାରେ ଥିବା ଶକ୍ତି ଡାଏରୀ ଫାର୍ମରେ ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌। ମିଶନ ଶକ୍ତି ଦ୍ୱାରା କରାଯାଇଥିବା ଏହି ଫାର୍ମରେ…

କେନ୍ଦ୍ରାପଡା ଗସ୍ତର ଦ୍ୱିତୀୟ ଦିନ : ସକାଳୁ ସକାଳୁ ବରାହଜୀଉ ମନ୍ଦିର ପରିଦର୍ଶନ କଲେ 5T ସଚିବ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା ଗସ୍ତର ଦ୍ୱିତୀୟ ଦିନରେ 5T ସଚିବଙ୍କ ବରାହଜୀଉ ମନ୍ଦିର ପରିଦର୍ଶନ। ଗସ୍ତ ବେଳେ ବରାହଜୀଉ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି । ମନ୍ଦିରର…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ବିବାଦ : ଭୁବନେଶ୍ୱରର ବାଇକ ଚାଳକଙ୍କ ନାଁରେ କଟିଛି କେନ୍ଦ୍ରାପଡାର କାର ଚାଲାଣ

ଭୁବନେଶ୍ୱର (କେନ୍ୟୁଜ): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିୟମ ଲାଗୁ ହେବା ପରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି । ସେହିପରି ଏକ ଅଦ୍ଭୁତ ଘଟଣା କେନ୍ଦ୍ରାପଡାରୁ ଆସିଛି। ଭୁବନେଶ୍ୱରରେ ଥିବା ଏକ ବାଇକର ଫାଇନ କଟିଛି କେନ୍ଦ୍ରାପଡାରେ ତା ପୁଣି କାର ନାଁରେ । ସୂଚନା ଅନୁସାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, କ୍ରେନ୍ ସାହାଯ୍ୟରେ ଉଠାଇ ନେଲା ବେଳେ ଖସିପଡିଲା

କେନ୍ଦ୍ରାପଡ଼ା (କେନ୍ୟୁଜ): ଭୁଶୁଡ଼ିଲା ପୋଲ । କେନ୍ଦ୍ରାପଡ଼ା କଜଳାଠାରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲର ସ୍ଲାବ୍‌ । ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ହେଉଥିବାବେଳେ ଭୁଶୁଡି ପଡିଛି । ତେବେ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଥାଉକି, ଗୋବରୀ ନଦୀ ପାର୍ଶ୍ୱ ବାଇପାସ୍…

ମୋଦିଙ୍କ ମୁହଁରେ କେନ୍ଦ୍ରାପଡ଼ାର ମହିଳା କମଳା ମହାରଣାଙ୍କୁ ପ୍ରଶଂସା, ସ୍ୱଚ୍ଛତା ସହ ଅର୍ଥ ଉପାର୍ଜନ କରି ଉଦାହରଣ…

କେନ୍ଦ୍ରାପଡ଼ା(କେନ୍ୟୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ଓଡ଼ିଆଙ୍କ ପ୍ରଂଶସା । ମନ୍‌ କି ବାତରେ କେନ୍ଦ୍ରାପଡ଼ାର ଏସ୍‌ଏଚ୍‌ଜି ମହିଳା କମଳା ମହାରଣାଙ୍କୁ ପ୍ରଶଂସା କରିଛନ୍ତି । ଗୁଲନଗରରେ ତାଙ୍କ ଘର । ଏକ ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି କମଳା । ବର୍ଜ୍ୟବସ୍ତୁରେ…

କାମେଶ୍ୱର ମହାଦେବଙ୍କ ପୀଠରେ ୭ଦିନ ଧରି ପାଳିତ ହୋଇଛି ନିଆରା ଜାଗର ଯାତ୍ରା

ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ। ଭଗବାନ ଶିବ ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି। ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ…

ବାଲି ମାଫିଆଙ୍କ ଦୌରାତ୍ମ୍ୟ: ତହସିଲଦାରଙ୍କୁ ଟ୍ରକ ଚଢାଇ ହତ୍ୟା କରିବାକୁ ଧମକ

କେନ୍ଦ୍ରାପଡ଼ା (କେନ୍ୟୁଜ): ବାଲି ମାଫିଆଙ୍କ ଦୌରାତ୍ମ୍ୟ। କେନ୍ଦ୍ରାପଡ଼ା ଡେରାବିସ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଧମକ ଅଭିଯୋଗ । କଟକ ଚାନ୍ଦବାଲି ରାସ୍ତା ଗୁଆଳସିଂ ଛକ ନିକଟରେ ତହସିଲଦାର ଅକ୍ଷୟ ପରିଡ଼ା ଓ ଆରଆଇ ବାଲି ଗାଡ଼ି ଗୁଡ଼ିକୁ ଚେକିଂ କରୁଥିବା ବେଳେ ଏକ ହାଇୱା ଟ୍ରକର କାଗଜପତ୍ର…

ବାଲି ଉଠାଇବାକୁ ଯାଇଥିବାବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ, କ୍ଷତିପୂରଣ ଦାବିରେ ରାସ୍ତାରେ ନିଆଁ ଜାଳି ଅବରୋଧ କଲେ…

କେନ୍ଦ୍ରାପଡା(କେନ୍ୟୁଜ୍): ଶ୍ରମିକଙ୍କ ମୃତ୍ୟୁ ପରେ ଜଳାପୋଡ଼ା। ବାଲିଘାଟରେ ଟ୍ରକ ଧକ୍କାରେ ଶ୍ରମିକ ମୃତ। କେନ୍ଦ୍ରାପଡା ବସପୁର ନିକଟସ୍ଥ ଲୁଣା ନଦୀ କୂଳରେ ଅଘଟଣ। ବାଲି ଉଠାଇବାକୁ ଯାଇଥିବାବେଳେ ସେହି ଖାଦାନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଉପରେ ଟ୍ରକଟି ଚଢିଯାଇଥିଲା। ଏହାକୁ ନେଇ…

କେନ୍ଦ୍ରାପଡା ବାସୁଦେଇପୁରୁ ଗାଁ ରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ବାର୍ଷିକ ଶ୍ରୀମଦଭାଗବତ ମହାମଞ୍ଚ

ବର୍ତ୍ତମାନ ସମାଜରେ ବୁଡି ଯାଉଥିବା ଶ୍ରୀ ମଦ୍ ଭାଗବତ, ଶ୍ରୀ ମଦ୍ ଗୀତା , ଶ୍ରୀ ରାମଚରିତ ମାନସ , ମହାଭାରତ ଭଳି ଅନେକ ଗ୍ରନ୍ଥର କଥାମୃତ କୁ ବଞ୍ଚାଇ ରଖିବା ପାଇଁ ସାଧୁ ସନ୍ଥ ମାନେ ଅନେକ ପ୍ରୟାସ ଆରମ୍ଭ କରିଛନ୍ତି। ତେବେ ପ୍ରତ୍ୟେକ ଗାଁର ଶେଷ ମୁଣ୍ଡରେ ତ ଭାଗବତ ଟୁଙ୍ଗୀ ରହିଥାଏ। ଯେଉଁଠିକି…

ରଂ ନମ୍ବରରେ ହୋଇଥିଲା ପ୍ରେମ, ପ୍ରେମିକାକୁ ୧୦୦ କିଲୋମିଟର ସାଇକେଲରେ ଆଣିବା ହେଲା ବୃଥା

କେନ୍ଦ୍ରାପଡା (କେନ୍ୟୁଜ); ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଆଉ କେତେବେଳେ ପ୍ରେମ ଅନ୍ଧ । ପ୍ରେମ ଆଗରେ ସବୁକିଛି ହାର ମାନିଛି । ପ୍ରେମ ପାଇଁ ନିଜ ଜୀବନ ହାରିଥିବା ଘଟଣା ଗଣମାଧ୍ୟମରେ ଅନେକ ପ୍ରକାଶ ପାଇଛି । କିଏ ପ୍ରେମରେ ବିଫଳ ହୋଇ ଜୀବନ ହାରିଛି ତ କେତେବେଳେ ପ୍ରେମରେ ପରିବାର ବିରୋଧୀ…