କେନ୍ଦ୍ରାପଡା ଗଜଲଷ୍ମୀ ଭସାଣ ଉପରେ ନଜର ରଖିବ ଏଆଇ କ୍ୟାମେରା, ଆଇନାଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ…
କେନ୍ଦ୍ରାପଡା : କେନ୍ଦ୍ରାପଡା ଗଜଲଷ୍ମୀ ଭସାଣ ସମୟରେ ଭିଡ ଉପରେ ନଜର ରଖିବ ଏଆଇ କ୍ୟାମେରା l ଭସାଣୀ ମାର୍ଗରେ ଲାଗିଥିବା ସିସି କ୍ୟାମେରା ସହିତ ଏହି ଏଆଇ ଫିଚର୍ କୁ ସଂଯୋଗ କରାଯାଇଛି l ଆଜି କେନ୍ଦ୍ରାପଡ଼ା ରେ ପୂଜା ସମୟରେ ଆଇନାଶୃଙ୍ଖଳା ବ୍ୟବସ୍ଥା ସମୀକ୍ଷା କରି କେନ୍ଦ୍ରାଞ୍ଚଳ ଡିଆଇଜି…