ଚାଟାର୍ଡ ଆକାଉଣ୍ଟାଟରେ ଟପ୍ପର, କିନ୍ତୁ ଆଗକୁ ପାଠ ପଢ଼ିବାକୁ ସାଥ୍ ଦେଉନି ଅର୍ଥ
ପଟାମୁଣ୍ଡାଇ (କେନ୍ୟୁଜ) : ପ୍ରତିଭା ଯେ କେବଳ ଧନୀ ଘରେ ଜନ୍ମ ହୁଅନ୍ତି ତାହା ନୁହେଁ । ଚା ବାଲାଙ୍କ ପୁଅ ଚାଟାର୍ଡ ଆକାଉଣ୍ଟସ୍ରେ ଟପର ହୋଇଛନ୍ତି। ଏକଥା ତାର ବଡ଼ ପ୍ରମାଣ । ଗରିବ ପୁଅ ହୋଇବି ପାଇଛନ୍ତି ବଡ ସଫଳତା। କିନ୍ତୁ ତାଙ୍କର ଏହି ସଫଳତାରେ ସେ ଖୁସି ହେବେ ନା ଦୁଃଖ କରିବେ ଜାଣି…