Browsing Tag

kendriya vidyalaya

କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ସାଂସଦ କୋଟାକୁ ଆଉ ସଂରକ୍ଷଣ କରାଯିବନି : ଶିକ୍ଷା ମନ୍ତ୍ରଣାଳୟ

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାକୁ ଆଉ ସଂରକ୍ଷଣ କରିବାକୁ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସୋମବାର ଲୋକସଭା ପ୍ରଶ୍ନକାଳରେ କହିଛନ୍ତି, ସଂସଦର ସଦସ୍ୟଙ୍କ କୋଟା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତି ସେକ୍ସନରେ ୪୦ରୁ ଅଧିକ ଛାତ୍ର…

୧୦ ଏକ ଜାଗାରେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ୱର ଆଇଆଇଟିରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜା କଲେ…

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ଆଇଆଇଟିରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜନ କରିଛନ୍ତି । ଆଇଆଇଟିର ସ୍ଥାୟୀ କ୍ୟାମ୍ପସରେ ୧୦ ଏକ ଜାଗାରେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟ। ଏହା ସହ ଅସ୍ଥାୟୀ ଶ୍ରେଣୀଗୃହକୁ ମଧ୍ୟ…

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ନାମଲେଖା ସ୍ଥଗିତ: ନିଷ୍ପତିକୁ ସ୍ବାଗତ କଲା ବିଜେପି ବିରୋଧ କଲା ବିଜେଡି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ନାମଲେଖା ସମୟରେ କାମ ଦେବନି ସାଂସଦଙ୍କ ସୁପାରିଶ । ନାମଲେଖାରେ ସାଂସଦଙ୍କ କୋଟାକୁ ସ୍ଥଗିତ କରିଛନ୍ତି କେନ୍ଦ୍ର ସରକାର । ସଂସଦ ଅଧିବେଶନରେ ସାଂସଦ କୋଟାକୁ ବୃଦ୍ଧି କରିବା ପାଇଁ କିଛି ସାଂସଦ ଦାବି କରିବା ପରେ ଏପରି ନିଷ୍ପତି…

ଏଣିକି ରଦ୍ଦ ହେଲା ସାଂସଦ କୋଟା : କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇପାରିବନି ନାମଲେଖା

ନୂଆଦିଲ୍ଲୀ : କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ରହିଥିବା ସାଂସଦ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋଟାରୁ ପିଲାମାନଙ୍କୁ ଆଡମିଶନ ଉପରେ ରୋକ୍‌ ଲଗାଯାଇଛି । କେନ୍ଦ୍ର ସରକାରଙ୍କ ଏହି ପ୍ରତିବନ୍ଧକକୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ…

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲିପଡିଛି ଟିଚିଂ ଏବଂ ନନ୍‌ ଟିଚିଂ ପଦବୀ, ତୁରନ୍ତ କରନ୍ତୁ ଆବେଦନ

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦରେ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ କେଭିଏସର ଅଫିସିଆଲ…

କରୋନା ଭାଇରସର ପଭାବ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ହେବେ ପାସ

କରୋନା ଭାଇରସ କାରଣରୁ ଏବେ ସବୁ ସ୍କୁଲ, କଲେଜ ଏବଂ ଅଫିସକୁ ବନ୍ଦ କରିଦିଆଯାଇଛି। କିନ୍ତୁ ଏବେ କେନ୍ଦ୍ରୀୟ ବିଦାଳୟ ଏକ ବଡ ନିଷ୍ପତି ନେଇଛି। ସ୍କୁଲରେ ପଢ଼ୁଥିବା ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ କରିଦିଆଯିବ। କେନ୍ଦ୍ରୀୟ…

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ବଦଳିଲେ ପିଇଟି ଶିକ୍ଷୟିତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପରେ ବଦଳିଲେ ପିଇଟି ଶିକ୍ଷୟିତ୍ରୀ । ପିଇଟି ଶିକ୍ଷୟିତ୍ରୀଙ୍କୁ ଯାଜପୁର ବଦଳି କରାଯାଇଛି । ପିଇଟି ଶିକ୍ଷୟିତ୍ରୀଙ୍କ ସହ ପ୍ରିନ୍‌ସପାଲଙ୍କୁ ନିଲମ୍ବନ କରିବାକୁ ଦାବି କରିଛି ଅଭିଭାବକ ସଂଘ ।…

ରାଜ୍ୟ ସରକାରଙ୍କ ନିୟମକୁ ବେଖାତିର : ଖରାଛୁଟିରେ ଖୋଲିଥିବାରୁ କେନ୍ଦ୍ରୀୟ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ କୁ କାରଣ ଦର୍ଶାଅ ନୋଟିସ୍ । ସ୍କୁଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ନିୟମକୁ ବେଖାତିର କରିଥିବା ଅଭିଯୋଗରେ ଏହି ନୋଟିସ୍ ଜାରି କରିଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ  । ସରକାରୀ ନିର୍ଦ୍ଦେଶ ପରେ ବି କାହିଁକି ସ୍କୁଲ ଖୋଲିଲେ…