Browsing Tag

kenya attack

କେନିଆରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ, ନିଜକୁ ଦାୟୀ କରିଛି ଅଲକାଏଦା ସମର୍ଥିତ ଅଲ୍‌ ସବାବ୍‌

ନୂଆଦିଲ୍ଲୀ (କେନ୍ୟୁଜ୍) : କେନିଆରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ । କେନିଆର ଲାମାରେ ଥିବା ଦୂତାବାସ ଉପରେ ଆଜି ସକାଳେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଆମେରିକାର ମିଲିଟାରୀ ଏୟାରକ୍ରାଫ୍ଟ ଓ ଗାଡ଼ି ନଷ୍ଟ ହୋଇଛି । ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ଅଲକାଏଦା ସମର୍ଥିତ ଅଲ୍‌…