Browsing Tag

keonjhar accident

ଦ୍ରୁତଗାମୀ ଟ୍ରକ ଛଡ଼ାଇ ନେଲା ରୋଜଗାରିଆ ପୁଅ ଓ ସ୍ବାମୀ, ବେସାହାରା ପରିବାର

କେନ୍ଦୁଝର(କେନ୍ୟୁଜ୍): କିଏ ରୋଜଗାରିଆ ପୁଅକୁ ହରାଇଛି, ତ କିଏ ସ୍ବାମୀକୁ । ମୃତ୍ୟୁଦୂତ ସାଜି ଆସିଥିବା ଦ୍ରୁତଗାମୀ ଟ୍ରକ ମାଆ ଠାରୁ ଅଲଗା କରିଦେଇଛି ପୁଅକୁ ଓ ସ୍ତ୍ରୀ ଠାରୁ ସ୍ବାମୀକୁ । ଅନାଥ କରିଦେଇଛି ନୀରିହ କୁନି କୁନି ପିଲାଙ୍କୁ । ଏବେ ସବୁଠି ସେହି ସମାନ ଚିତ୍ର । କେମିତି ଚଳିବ…

ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନା କନେଷ୍ଟବଳ ମୃତ

କେନ୍ଦୁଝର(କେନ୍ୟୁଜ):  ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ରାସ୍ତା ପାର ହେଉଥିବା ସମୟରେ ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନା କନେଷ୍ଟବଳ ମୃତ । ମୃତ କନେଷ୍ଟବଳ ରଘୁନାଥ ମୂର୍ମୁ ତୁରୁମୁଙ୍ଗା ଥାନାରେ କାର୍ଯ୍ୟ କରୁଥିବା ସମୟରେ ଟ୍ରକ ଚାପି ଦେବାରୁ ମୃତ୍ୟୁ ବରଣ କରିଛନ୍ତି I ସେ ତୁରୁମୁଙ୍ଗା…

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ୍

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ହଳଦିବଟା ନିକଟରେ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଚାଳକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ…

କେନ୍ଦୁଝର ଗମ୍ଭାରିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରଲର ପଛରେ ପିଟି ହୋଇ ବାଇକ ଆରୋହୀ ମୃତ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ମନୋହରପୁର ମୁଖ୍ୟ ରାସ୍ତାର ଗମ୍ଭାରିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା କଡରେ ଛିଡା ହୋଇଥିବା ଟ୍ରଲର ପଛରେ ଏକ ବାଇକ ପିଟି ହେବାରୁ ଘଟଣା ସ୍ଥଳରେ ବାଇକ ଆରୋହୀ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଜଣଙ୍କ ହେଲେ…

କେନ୍ଦୁଝର: ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ, ଯନ୍ତ୍ରୀଙ୍କ ମୃତ୍ୟୁ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା  ଘଟି ବାଇକ୍ ଆରୋହୀଙ୍କ ମୃତ୍ୟୁ ।  ମୃତ ବାଇକ୍ ଆରୋହୀ ବାରିପଦା ବୁଢାମରାର ବେଣୁଧର ଗୋଛାୟତ ବୋଲି ଜଣାପଡ଼ିଛି । ସେ ଓଡିଶା…

କେନ୍ଦୁଝର ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ପଥରରେ ବାଡେଇ ହେଲା ଟ୍ରକ୍‌, ଡ୍ରାଇଭର ମୃତ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଜୁଡିଆ ଘାଟିରେ ଦୁର୍ଘଟଣା । ଘାଟିରେ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପଥରରେ ବାଡେଇ ହୋଇଯାଇଥିଲା । ଯାହାଫଳରେ ଚାପି ହୋଇ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଟ୍ରକକୁ କାଟି…