Browsing Tag

keonjhar elephant attack

କେନ୍ଦୁଝରରେ ଗୋଠଛଡା ଦନ୍ତାର ଉପଦ୍ରବ: ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ କରୁଛି ନଷ୍ଟ, ଭୟଭୀତ ଲୋକେ

କେନ୍ଦୁଝର(କେନ୍ଯୁଜ୍): ଥମୁନି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ବନଖଣ୍ଡ ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ପାଟଣା ରେଞ୍ଜର ମଲାରପଦା ଗାଁ ଓ ଧାରୁଆପଡା ଗାଁରେ ପଶି ବ୍ଯାପକ ଧାନ ଫସଲ ନଷ୍ଟ କରିଛି। ଏହା ସହ ମଲାରପଦାରେ ୪ଟି ଘର…

ନରହନ୍ତା ଦନ୍ତା: ଘର ଅଗଣାରେ ପଶି ବୃଦ୍ଧାଙ୍କୁ ଦଳିଦେଲା ବଣୁଆ ହାତୀ

କେନ୍ଦୁଝର : ନରହନ୍ତା ଦନ୍ତା। ଘରେ ପଶି ମହିଳାଙ୍କୁ କଚାଡି ମାରିଲା । ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଫରେଷ୍ଟ ରେଞ୍ଜ ଜଗମୋହନ ଗାଁର ଜାନକୀ ପ୍ରଧାନ । ଘର ଅଗଣାରେ ପଶି ବୃଦ୍ଧାଙ୍କୁ ଦଳିଦେଲା ବଣୁଆ ହାତୀ । ଜାନକୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ…