ଲଜରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତନାଘନା
କେନ୍ଦୁଝର (କେନ୍ୟୁଜ) : ସହରର କେଉଁଝର ଲଜ୍ରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ସ୍କ୍ରାପ ବ୍ୟବସାୟୀ ଏମ୍ଡି ଉଦରିସ ହୁସେନ ବୋଲି ଚିହ୍ନଟ ହୋଇଛି। ଗତ ୧ ତାରିଖରୁ ସେ ଏହି ଲଜରେ ରହୁଥିଲେ। ଗତକାଲି ରାତିରେ ଲଜ୍ କର୍ମଚାରୀ ତାଙ୍କୁ ଖାଇବାକୁ ଡାକିଥିଲେ ।…