Browsing Tag

keonjhar ratha bibada

ବଡ଼ ରଥକୁ ନେଇ ବିବାଦ, ଏପରି କରିବା ଉଚିତ ନୁହେଁ ବୋଲି କହିଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ (କେନ୍ୟୁଜ୍‌) : କେନ୍ଦୁଝର ରଥକୁ ବିଶ୍ୱର ସବୁଠୁ ଉଚ୍ଚା ରଥ ଭାବେ ଗିନିଜ ବୁକ ଅଫ ଓ୍ଵାର୍ଲଡ ରେକର୍ଡ଼ରେ ସ୍ଥାନ ମିଳିଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏ ନେଇ ମତ ରଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ପୁରୁଷୋତ୍ତମ କ୍ଷେତ୍ର ଓ ରଥଯାତ୍ରାର ସ୍ୱତନ୍ତ୍ର…