ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ
ଆନ୍ଦପୁର : ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ । ଜିଲ୍ଲା ଟ୍ରକ୍ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା କରାଯାଇଛି । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନ୍ କୁ ଅଟକ ରଖି ପ୍ରତିବାଦ କରୁଛି ସଂଘ । ଫଳରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଅଟକି ରହିଛି । ସେହିପରି ଗାନ୍ଧି ଛକରେ ପିକେଟିଂ…