Browsing Tag

keonjhar

ଘାଟିରୁ ଖସୁଛି ବଡ଼ ବଡ଼ ପଥର ଖଣ୍ଡ, ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ

କେନ୍ଦୁଝର (କେନ୍ୟୁଜ): ଜୁଡିଆ ଘାଟିରେ ଭୁସ୍ଖଳନ । ୪୯ ନମ୍ବର ଜାତୀୟ ରାଜପଥ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ରହିଛି। ଠପ୍‌ ହୋଇଯାଇଛି ଯାତାୟାତ। ତେବେ ସୌଭାଗ୍ୟ ବଶତଃ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି। ଘାଟିରୁ ପଥର ଖଣ୍ଡ ଖସୁଥିବାରୁ…

ଜାରି ରହିଛି ବର୍ଷା: କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଯାତାୟତ ଠପ୍‌

କେନ୍ଦୁଝର (କେନ୍ୟୁଜ): ଲଗାଣ ବର୍ଷାରେ ଭିଜୁଛି କେନ୍ଦୁଝର ଜିଲ୍ଲା । ଗତକାଲି ତୁହାକୁ ତୁହା ବର୍ଷିଥିଲା । ଆଜି ବି ଜାରି ରହିଛି ବର୍ଷା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି କେନ୍ଦୁଝର ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବେହାଲ୍‌ ହୋଇଛି ତେଲକୋଇ ଅଞ୍ଚଳ । ଗତକାଲି…

ରାଜ୍ୟରେ ତୁହାକୁ ତୁହା ବର୍ଷା: ବିଭିନ୍ନ ସ୍ଥାନରେ ସମସ୍ତ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କଲେ ଜିଲ୍ଲାପାଳ

କେନ୍ଦୁଝର (କେନ୍ୟୁଜ): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଗତକାଲିଠାରୁ ତୁହାତୁ ତୁହା ବର୍ଷା ଚାଲିଛି । କିଛି ସ୍ଥାନରେ ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ହେଉଛି । ଉପକୂଳରୁ ପଶ୍ଚିମ ଯାଏ ଜନଜୀବନ ଅସ୍ତବ୍ୟସ୍ତ । କେଉଁଠି ରାସ୍ତା ଉପରେ ତ ଆଉ କେଉଁଠି ବ୍ରିଜ୍‌ ଉପରେ ପାଣି…

ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍ : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଆନନ୍ଦପୁର (କେନ୍ୟୁଜ):  ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍ । ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଦାନ୍ତୁଆଣି ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଅନୁସାରେ ଆନନ୍ଦପୁର…

କେନ୍ଦୁଝର: ପ୍ରତିଶୋଧରୁ ବୈରୀଗଞ୍ଜନଙ୍କୁ ହତ୍ୟା,ଥାନାରେ ଅଭିଯୋଗ କଲେ ପରିବାର ଲୋକ

ଆନନ୍ଦପୁର(କେନ୍ୟୁଜ୍): କଟକର ଟ୍ୟାକ୍ସି ଚାଳକ ଭଗବାନ ବୈରୀଗଞ୍ଜନଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ପ୍ରତିଶୋଧ ପରାୟଣ ହୋଇ ବୈରୀଗଞ୍ଜନଙ୍କୁ ହତ୍ୟା କରାଯାଇଥିବା ଆଜି ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ବାପାଙ୍କ ରହସ୍ୟମୟ ହତ୍ୟାକାଣ୍ଡ ନେଇ ପୁଅ ପ୍ରମୋଦ…

ମଙ୍ଗୁଳା ହୋଇ ରହିଗଲା କନ୍ୟା, ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ; ୫ ମୃତ, ୯ଗୁରୁତର

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝରରେ ବରଯାତ୍ରୀଙ୍କ ଉପରେ ମାଡି ଗଲା ଟ୍ରକ। ଫଳରେ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ଚଢିଗଲା ଟ୍ରକ୍ । ୯ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଟାଉନ…

କେନ୍ଦୁଝର ବଡଦାଣ୍ଡରେ ଗଡ଼ିଲା ବଳଦେବଜୀଉଙ୍କ ବିଶ୍ଵର ସର୍ବ ବୃହତ ରଥ

 କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ବଡଦାଣ୍ଡରେ ଗଡ଼ିଲା ବଳଦେବଜୀୟୁଙ୍କର ବିଶ୍ଵର ସର୍ବ ବୃହତ ରଥ। କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା ପାଳିତ ହୋଇଛି। ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରୁ ବଡ଼ ଠାକୁର ବଳଭଦ୍ର, ଦେବୀ ଶୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଧାଡ଼ି…

୬ ମାସ ମଧ୍ୟରେ ଘଟଗାଁ ମା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ: 5T ସଚିବ

କେନ୍ଦୁଝର(କେନ୍ୟୁଜ୍): ବଦଳିବ ଘଟଗାଁ ମା ତାରିଣୀ ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନରେ ୬ ମାସ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ। ଏନେଇ ୭ ଦିନ ମଧ୍ୟରେ ଅନୁଦାନ ରାଶି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ…

ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର(କେନ୍ୟୁଜ) : ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ପୂର୍ବତନ ସମିତି ସଭ୍ୟା ତଥା ପାଲା ଗାୟିକା ସତ୍ୟଭାମା ସିଂହଙ୍କୁ ପଥରରେ ଛେଚି ହତ୍ୟା । ଘର ଠାରୁ ୩୦୦ ମିଟର ଦୂରରେ ସତ୍ୟଭାମାଙ୍କୁ ହତ୍ୟା କରାଯାଇଛି । ସକାଳେ ଘଟଣା…

ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ୭ବର୍ଷ ଧରି ଥିଲା ପ୍ରେମ ସମ୍ପର୍କ

କେନ୍ୟୁଜ୍(ବ୍ୟୁରୋ):୭ ବର୍ଷର ପ୍ରେମ ସମ୍ପର୍କ । ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ସୁଜନାପାଳ ଗାଁର ଜଣେ ଯୁବତୀଙ୍କ ସହ କାଠକଟାର ବସନ୍ତ ମହାନ୍ତଙ୍କର ୭ବର୍ଷ ଧରି ପ୍ରେମ…

ବଡ଼ବିଲ ଅଞ୍ଚଳରେ କଥାକଥାକେ ଫୁଟୁଛି ଗୁଳି, ଦିନ ଦ୍ବିପ୍ରହରେ ବିଜେଡିର ସକ୍ରିୟ କର୍ମୀଙ୍କୁ ଗୁଳି କରି ହତ୍ୟା କଲେ…

ଆନନ୍ଦପୁର(କେନ୍ୟୁଜ୍): ଅଶାନ୍ତ ହୋଇପଡିଛି କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳ। ଖଣିଖାଦାନ ଭରା ଏହି ଅଞ୍ଚଳରେ କଥାକଥାକେ ଫୁଟୁଛି ଗୁଳି। କିଛି ଦିନର ବ୍ୟବଧାନ ପରେ ଘଟୁଛି ଗୋଟିଏ ଗୋଟିଏ ଗୁଳିକାଣ୍ଡ ଏବଂ ଚାଲି ଯାଉଛି ଅନେକଙ୍କ ଜିବନ। ବିଗତ ୫ ମାସ ମଧ୍ୟରେ ବଡ ଧରଣର ୩ଟି ଗୁଳିକାଣ୍ଡରେ ଗଲାଣି…