ପାଟନା ଏବଂ କେରଳର ଅନେକ କୋର୍ଟକୁ ବୋମା ଧମକ, ଯାଞ୍ଚ ଆରମ୍ଭ
ପାଟନା : ପାଟନା ସହିତ ବିହାରର ଅନେକ ସିଭିଲ କୋର୍ଟକୁ ବୋମା ଧମକ ମିଳିଛି । କିଶନଗଂଜ ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଗୟାଜୀ ସିଭିଲ କୋର୍ଟକୁ ମଧ୍ୟ ଧମକ ମିଳିଛି । ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ଲୋକ । ତୁରନ୍ତ ଜିଲ୍ଲା ଜଜ କୋର୍ଟ…