କେରଳ ବିମାନ ଦୁର୍ଘଟଣା : ଜଣଙ୍କର କରୋନା ପଜିଟିଭି ଚିହ୍ନଟ ପରେ ଏବେ ସମସ୍ତଙ୍କର ହେବ କରୋନା ଟେଷ୍ଟ
କେରଳର କୋଝିକୋଡିରେ ହୋଇଥିବା ବିମାନ ଦୁର୍ଘଟଣାରେ ୧୮ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ବିମାନରେ ପାଇଲଟ ଏବଂ କ୍ରୁ ମେମ୍ବରଙ୍କୁ ମିଶାଇ ୧୯୧ ଯାତ୍ରୀ ଯାତ୍ରୀ ରହିଥିଲେ। ମୃତ ହୋଇଥିବା ଜଣେ ଯାତ୍ରୀ କରୋନା ପଜିଟିଭି ଥିବା ଚିହ୍ନଟ ହୋଇଛନ୍ତି। ତେଣୁ ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ଭାଗ…