Odisha News
.
Browsing Tag

kerala

ଦେଶର ପ୍ରଥମ ଡିଜିଟାଲ ବଗିଚା, ଗଛରେ ଲାଗିଥିବା କ୍ୟୁଆର କୋଡରୁ ମିଳିବ ଏନେଇ ସମସ୍ତ ସୂଚନା

କେରଳ ରାଜ୍ୟ ସରକାର ଏପରି ଏକ ଅଭିନବ ବଗିଚା(ଗାର୍ଡେନ) ପ୍ରସ୍ତୁତ କରୁଛନ୍ତି ଯାହା ସଂପୂର୍ଣ୍ଣ ଭାବେ ଜିଡିଟାଲ ହେବ। ଏଠାରେ ଥିବା ଗଛ ମାନଙ୍କରେ କ୍ୟୁଆର କୋର୍ଡ ଲଗାଯିବ। ଯାହାକୁ ସ୍କାନ କରିବା ମାତ୍ରେ ଲୋକ ଗଛ ସମ୍ବନ୍ଧୀୟ ସମସ୍ତ ପ୍ରକାରର ସୂଚନା ପାଇପାରିବେ। ଏହି ବଗିଚାଟି କେରଳର…

ଆସନ୍ତା ସପ୍ତାହ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ, ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଆସନ୍ତା ସପ୍ତାହ ଭିତରେ ରାଜ୍ୟରେ ପ୍ରବେଶ କରିବ ମୌସୁମୀ । ଆଜି ଏହା ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଏଭିତରେ କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ…

କେରଳରେ ମୋଦି-ରାହୁଲ ମୁହାଁମୁହିଁ

କେରଳରେ ମୋଦି ଓ ରାହୁଲ । ରାହୁଲ ଓ୍ଵାଇନାଡ୍‌ ଗସ୍ତରେ ଥିବା ବେଳେ ମୋଦି କେରଳ ଦେଇ ଦୁଇ ଦିନିଆ ବିଦେଶ ଗସ୍ତ କରିଛନ୍ତି । ତେବେ କେରଳରେ ବିଜେପିର ପ୍ରଦର୍ଶନ ଶୂନ ଥିବା ବେଳେ ମୋଦିଙ୍କ ପ୍ରଥମ ଗସ୍ତ କାହିଁକି କେରଳରୁ ଆରମ୍ଭ ହେଲା, ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି । କେରଳ…

କେରଳରେ ବିନା ଆଧାରରେ ମିଳିବନି ଦରମା, ସରକାର ନେଲେ ଏଭଳି ନିଷ୍ପତ୍ତି

ଆସନ୍ତା ଦିନ ମାନଙ୍କରେ କେରଳରେ ସରକାରୀ କର୍ମଚାରୀଙ୍କୁ ନିଜ ଦରମା ନେବା ପାଇଁ ଆଧାର କାର୍ଡର ଆବଶ୍ୟକତା ପଡିପାରେ। ନିକଟରେ କେରଳ ସରକାର କାର୍ଯ୍ୟାଳୟ ମାନଙ୍କରେ ଆଧାର କାର୍ଡ ଉପରେ ଆଧାରିତ ପଞ୍ଚିଂ ମେସିନ ଲଗାଇବାର ନିଷ୍ପତି ନେଇଛନ୍ତି। ଏହି ପଞ୍ଚିଂ ମେସିନରେ ସ୍ପାର୍କ ସପ୍ଟଓୟାର ରହିବ।…

ବିଜେପି ପ୍ରାର୍ଥୀ କାହିଁକି ପୋଛିଲେ କାନ୍ଥରେ ଥିବା ଦଳୀୟ ଚିହ୍ନ,କହିଲେ ଏମିତି କଥା

କୋରଳ : ଗୁରୁବାର ଦିନ କେରଳ ଏର୍ଣ୍ଣାକୁଲମର ବିଜେପି ସଂସଦ ପାର୍ଥୀ ତଥା ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ପୂର୍ବତନ ମନ୍ତ୍ରୀ କେଜେ ଆଲଫୋନ୍ସ ନିଜ ହାତରେ କାନ୍ଥରେ ଥିବା ଦଳୀୟ ଚିହ୍ନକୁ ଲିଭାଇଛନ୍ତି । ଏହି ଫଟୋକୁ ଦେଖିଲେ ଲାଗୁଛି ମନ୍ତ୍ରୀ ବୋଧେ ଦଳ ଉପରେ ରାଗି ଏପରି କରୁଛନ୍ତି । କିନ୍ତୁ ଏହା…

ଗୋଟିଏ କି ଦୁଇଟା ନୁହେଁ ଏକାବେଳେ ୨୪୨ଟି କେସ୍ ଥାଇ ନିର୍ବାଚନ ଲଢୁଛନ୍ତି ପ୍ରାର୍ଥୀ, ଜାଣନ୍ତୁ କେଉଁ ସ୍ଥାନର ଏହି…

ନିବାର୍ଚନ ଲଢିବା ସମୟରେ ସବୁ ଆଶାୟୀ ପ୍ରାର୍ଥୀମାନଙ୍କୁ ନିଜର ଅପରାଧିକ ତାଲିକା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବାକୁ ପଡିଥାଏ । ଆଉ ଏହି ଅପରାଧିକ ମାମଲା ଗୁଡିକ ସାଥିରେ ପ୍ରାର୍ଥୀଙ୍କ ନାମ ଯୋଡି ଟିଭିରେ ଓ ଖବର କାଗଜାରେ ସ୍ଥାନ ଦେବା ପାଇଁ ମଧ୍ୟ ନିୟମ ରହିଛି । ହେଲେ ଚଳିତ…

କେରଳ ଯିବାର ରହିଛି କି ପ୍ଲାନିଂ, ତେବେ ଆଇଆରସିଟିସି ଦେଉଛି ୬ ଦିନ ପାଇଁ ବୁଲି ଯିବା ମଉକା

ନୂଆଦିଲ୍ଲୀ : ଭାରତୀୟ ରେଳ କ୍ୟଟେରିଂ ଏବଂ ଟ୍ୟୁରିଜିମ୍ କରପୋରେସନ୍ କେରଳ ପାଇଁ ୫ ରାତି ଏବଂ ୬ ଦିନର ଟ୍ୟୁରିଜିମ୍ ପ୍ୟାକେଜ୍ ଲଞ୍ଚ କରିଛି। ଏହି ଟୁର ହାଇଦ୍ରାବାଦରୁ ଆରମ୍ଭ ହୋଇ କୋଚିନ୍, ମୁନ୍ନାର, ଥେକ୍କର ଏବଂ କୁମାରକୋମ ହୋଇ ଯିବ। ଆଇଆରସିଟିସିର ଅଫିସିଆଲ ୱେବସାଇଟ ଅନୁଯାୟୀ , ଏହି…

କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ୍ ପ୍ୟାକ୍ କରୁଛନ୍ତି ନିଜେ ସୁଧା ମୁର୍ତ୍ତି : ଭିଡିଓ ହେଲା ଭାଇରାଲ୍

କେରଳର ବନ୍ୟା ପ୍ରପୀଡିତଙ୍କୁ ଦେଶର ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ଲୋକ ମଧ୍ୟ ସାହାଯ୍ୟର ହାତ ବଢାଉଛନ୍ତି । ଏପରିକି ୟୁଏଇ ଭଳି ଦେଶରୁ ମଧ୍ୟ କେରଳକୁ ମିଳିଛି ୭୦୦କୋଟି ସହାୟତା ରାଶି । ଆଉ ଏହି ମଣିଷ ପଣିଆରେ ଯୋଡି ହୋଇଯାଇଛି ଆଉ ଏକ ନାଁ । ସେ ହେଉଛନ୍ତି ଇନଫୋସିସର ସହ ସଂସ୍ଥାପକ…

ବିଧାୟକଙ୍କ ଦାଦାଗିରି : ଟୋଲ୍ ଫି ମାଗିବାରୁ ଭାଙ୍ଗିଦେଲେ ଟୋଲ୍ ଗେଟ୍ ବ୍ୟାରିୟର୍

କେରଳ : ଦିନକୁଦିନ ବିଧାୟକଙ୍କ ଦାଦାଗିରି ବଢ଼ିବାରେ ଲାଗିଛି। କେରଳରେ ଜଣେ ବିଧାୟକ ଟୋଲ୍ ଗେଟ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଏହି ଭଦ୍ର ବ୍ୟକ୍ତି ଜଣଙ୍କ ହେଉଛନ୍ତି କେରଳର ସ୍ୱାଧୀନ ବିଧାୟକ ପି. ସି. ଜର୍ଜ । ସେ ତ୍ରିଶୂରାରୁ କୋଚି ଫେରୁଥିବା ବେଳେ ପଲିଏକ୍କାରା ଟୋଲ୍ ପ୍ଲାଜାରେ ତାଙ୍କ…