କେରଳରେ ଥମିଛି ବର୍ଷା, ବଢ଼ିଛି ଦୁର୍ଦ୍ଦଶା
କୋଚି : ବର୍ଷା, ବନ୍ୟା ଓ ଭୂସ୍ଖଳନ ଥରାଇ ଦେଇଛି ସାରା କେରଳ ରାଜ୍ୟକୁ । ଏତେ ସହଯୋଗ ଓ ସହାୟତା ସତ୍ତ୍ବେ ସୁଧୁରି ପାରିନି ପୀଡ଼ିତଙ୍କ ସ୍ଥିତି । ବର୍ଷା ଛାଡ଼ିବା ପରେ ଉଦ୍ଧାର କାର୍ଯ ଆହୁରି ତ୍ବରାନ୍ବିତ ହୋଇଛି । ଅନେକ ସ୍ଥାନରୁ ମ୍ତଦେହ ଉଦ୍ଧାର କରାଯାଇଛି । ତେବେ ପରବର୍ତ୍ତୀ ସମସ୍ୟହେଉଛି…